ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ନେଟୱର୍କ ଦାବିରେ ଭୋଟ୍ ବର୍ଜନ କଲେ ୫ଟି ପଞ୍ଚାୟତ

କନକ ବ୍ୟୁରୋ: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ମୋବାଇଲ ନେଟୱର୍କ ଦାବିରେ ଭୋଟ ବର୍ଜନ କରିଛନ୍ତି ଦେଇଜ୍ଞଙ୍ଗ ଜିଲ୍ଲା ତିଲେଇବଣି ବ୍ଲକର ୫ଟି ପଞ୍ଚାୟତ । ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି ଏବଂ ଝାରମୁଣ୍ଡା ଗାଁ ଲୋକ ଏଥର ପଞ୍ଚାୟତ ନିର୍ବାଚନରେ ଭୋଟେ ଦେବେନାହିଁ…

ଆଇପିଏଲ୍ ନିଲାମ ପାଇଁ ଶେଷ ହେଲା ଖେଳାଳି ରେଜିଷ୍ଟ୍ରେସନ୍ । ଦେଖନ୍ତୁ, ଦୁଇ କୋଟି ବେସ୍ ପ୍ରାଇସ୍ ରଖିଲେ କେଉଁ କେଉଁ…

କନକ ବ୍ୟୁରୋ: ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପାଇଁ ଯେତେ ଯେତେ ସମୟ ପାଖୋଉଛି, ସେତେ ସେତେ ଏହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଏହାରି ଭିତରେ ଅନେକ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନିଜର ନାଁ ମଧ୍ୟ ରେଜିଷ୍ଟର କରିସାରିଛନ୍ତି । ତେବେ ତାଜା ସୂଚନା ମୁତାବକ ଏଥର…

ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ପରାଜୟ ସହ ସିରିଜ୍ ହାରିଲା ରାହୁଲ…

କନକ ବ୍ୟୁରୋ : ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ଭୋଗିଛି ରାହୁଲ ବାହିନୀ । ତେବେ ପାର୍ଲଠାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟର ପରାସ୍ତ…

କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଏତଲା ।

କନକ ବ୍ୟୁରୋ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ ଅଭିଯୋଗ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଏତଲା ଦେଲା ଓଏଏସ୍ ସଂଘ । ବାରିପଦା ଟାଉନ୍ ଥାନାରେ ଓଏଏସ୍ ସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ…

ପଞ୍ଚାୟତ ନିର୍ବାଚନ୍ ପାଇଁ ସରିଲା ନାମାଙ୍କନ । ଜାଣନ୍ତୁ, କେଉଁ ପଦ ପାଇଁ କେତେ ଜଣ ପ୍ରାର୍ଥୀ ଭରିଲେ ନୋମିନେସନ୍

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଉ ଆଜି ସୁଦ୍ଧା କେଉଁ ପଦ ପାଇଁ କେତେ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମିଳିଥିବା ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ…

ଦ୍ରୁତ ଗତିରେ ମାଡୁଛି କରୋନା । ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ମାମଲା ଏବେ ଦ୍ରୁତ ଗତିରେ ମାଡିବାକୁ ଲାଗିଛି । ବିଶେଷକରି ଗତ ଦୁଇ ଦିନ ହେଲା ସଂକ୍ରମଣ ସୀମା ଟପିଛି । ଦକ୍ଷିଣ ଭାରତରେ କରୋନାର ବିସ୍ଫୋଟ ଦେଖିବାକୁ ମିଳିଛି, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ରେକର୍ଡସଂଖ୍ୟକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଆଉ…