ଆୟକର ଦାତାଙ୍କ ପାଇଁ ବଡ ଖବର । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ 

କନକ ବ୍ୟୁରୋ:  ଆୟକର ଦାତାଙ୍କ ପାଇଁ ବଡ ଖବର । ଚଳିତ ବର୍ଷର ବଜେଟରେ ଆୟକର ଛାଡ ସୀମାକୁ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ ଆୟକର ଛାଡ ସୀମାରେ କୌଣସି ପ୍ରକାର ପରିବର୍ତ୍ତନ ଏଥର ଦେଖିବାକୁ ମିଳିନି । ଆଉ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ…

ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ 

କନକ ବ୍ୟୁରୋ: ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ । ଲୋକସଭାରେ ବଜେଟ୍ ଉପସ୍ଥାପନ ବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ କହିବା ମୁତାବକ କୋଭିଡ କାଳରେ ପାଠପଢା ବହୁତ କ୍ଷତି ହୋଇଛି । ଏହାକୁ ଆଖି ଆଗରେ ରଖି ଏବେ ଗୋଟିଏ କ୍ଲାସ…

ବଜେଟ୍ ପୂର୍ବରୁ ଆଶ୍ୱସ୍ତି ଆଣିଲା ଗ୍ୟାସ ଦର । ଜାଣନ୍ତୁ, କେତେ ଟଙ୍କା କମିଲା ଦାମ?

କନକ ବ୍ୟୁରୋ: ବଜେଟ୍ ଘୋଷଣା ପୂର୍ବରୁ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ତୈଳ କମ୍ପାନୀ ଏବେ କମର୍ସିଆଲ୍ ଗ୍ୟାସ ଦର ହ୍ରାସ କରିଛନ୍ତି । ମିଳିଥିବା ସୂଚନା ମୁତାବକ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ଦରରେ ୯୧.୫୭ ଟଙ୍କା ହ୍ରାସ ପାଇଛି । ତେବେ ଏହି ଟଙ୍କା ହ୍ରାସ ପାଇବା ପରେ…

ପାଟ ଶାଢୀରେ କଳା ସଂସ୍କୃତିର ଝଲକ୍ । ଲୋକଙ୍କ ଆଦୃତି ଲାଭ କରୁଛି ପଟ୍ଟଚିତ୍ର ଶାଢୀ ।

କନକ ବ୍ୟୁରୋ: ରାଜଧାନୀରେ ତିଆରି ହେଉଛି ପଟ୍ଟଚିତ୍ର ଶାଢୀ । ପାଟ ଶାଢୀରେ ପଟ୍ଟଚିତ୍ର କଳାକୃତି । କାଞ୍ଚି ଅଭିଯାନ, ମଥୁରା ବିଜୟ, ରାସ, ସଖୀ ନୃତ୍ୟ, ଗ୍ରାମୀଣ ସମାଜର ପଟ୍ଟଚିତ୍ରକୁ ଶାଢୀରେ ଆଙ୍କୁଛନ୍ତି କଳାକାର । ପାରମ୍ପରିକ କଳା ସଂସ୍କୃତିକୁ ଶାଢୀରେ ଚିତ୍ର କରି ବେଶ ପ୍ରଶଂସା…

ଓଡ଼ିଶା ମାଟିରେ ଥାଇଲାଣ୍ଡ କୋଳି । ଚର୍ଚ୍ଚାରେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ

କନକ ବ୍ୟୁରୋ: ପେଷା ପୋଲିସ ଚାକିରି କିନ୍ତୁ ନିଶା କିଛି ନୂଆ ପ୍ରଣାଳୀରେ ଚାଷ କରିବା । ବିଦେଶରୁ ଚାରା ଆଣି ଗଞ୍ଜାମ ମାଟିରେ ଥାଇଲାଣ୍ଡ ବରକୋଳି ଫଳାଇଛନ୍ତି ଜଣେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ । ତାଙ୍କର ଏହି ଚାଷକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ବଜାରରେ ଚାହିଦା…

ଯୁବଚାଷୀଙ୍କୁ ରୋଜଗାର ଦେଉଛି ଅଣ୍ଡା ଦିଆ କୁକୁଡା ଫାର୍ମ । କଳିଙ୍ଗ ବ୍ରାଉନ୍ ପ୍ରଜାତିର କୁକୁଡା ଚାଷ କରିଛନ୍ତି ପ୍ରଦୀପ…

କନକ ବ୍ୟୁରୋ: ଅଣ୍ଡା ଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ ଆଉ ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ଫାର୍ମ ପ୍ରତିଷ୍ଠା ପାଇଁ ହାତରେ ଅର୍ଥ ନଥିବାରୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ରୁଣ ଆଣିବା ସହିତ ଏହାର ସଦୁପଯୋଗ କରି ହୋଇ ପରିଛନ୍ତି ଜଣେ…