କାଲିଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ । ଟିମ୍ ଇଣ୍ଡିଆରେ ହେବ କି ପରିବର୍ତ୍ତନ? ପଢନ୍ତୁ, କଣ କହିଲେ ରୋହିତ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ସିରିଜ୍ । ଯାହାକି ଭାରତର ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ । ଏହି ମ୍ୟାଚ୍ ସହ ରୋହିତ ଶର୍ମା ମଧ୍ୟ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି । ଫୁଲ୍ ଟାଇମ୍ କ୍ୟାପଟେନ୍ ହେବା ପରେ, ପ୍ରଥମ କରି ସେ…

ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମୁହଁ ଖୋଲିଲେ ସିଦ୍ଧୁ । କହିଲେ, ହାଇକମାଣ୍ଡଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ।…

କନକ ବ୍ୟୁରୋ: ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଅଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଏଭଳି ସମୟରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଉ ଏହାକୁ ନେଇ ଏବେ…

ସରକାରୀ ଘର କରାଇଦେବା ନାଁରେ ଲୋକଙ୍କ ଠାରୁ ଠକେଇ ଅଭିଯୋଗ । କଟକର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ…

କନକ ବ୍ୟୁରୋ: ସରକାରୀ ଘର କରାଇଦେବା ନାଁରେ ଲୋକଙ୍କୁ ଠକିଦେଲେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ । ଅଭିଯୋଗ ପରେ କଟକ ମହାନଗର ନିଗରର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କଟକ ମଧୁପାଟଣା ଥାନା ପୋଲିସ କର୍ପୋରେଟରଙ୍କ ଘରେ ଚଢାଉ କରି ନଗଦ ୧୪…

ଚାକିରି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଭୁବନେଶ୍ୱର ସ୍ଥିତ କନସଲଟାନ୍ସି ସଂସ୍ଥା ବିରୋଧରେ ୭ ଲକ୍ଷରୁ ଅଧିକ…

କନକ ବ୍ୟୁରୋ: ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାର ଲୋଭ ଦେଖାଇ ଲୁଟିନେଲେ ଟଙ୍କା । କେତେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ ଥିବା ଏକ କନସଲଟାନ୍ସି ସଂସ୍ଥା ନକଲି ନିଯୁକ୍ତିପତ୍ର ଦେଇ ଏଭଳି ଠକେଇ…

ରାଉରକେଲା ପୋଲିସକୁ ବଡ ସଫଳତା । କୁଖ୍ୟାତ ଅପରାଧୀ ଅର୍ଜୁନ ରାଣା ଗିରଫ ।

କନକ ବ୍ୟୁରୋ: ରାଉରକେଲା ପୋଲିସକୁ ବଡ ସଫଳତା । କୁଖ୍ୟାତ ଅପରାଧୀ ଅର୍ଜୁନ ରାଣାକୁ ଗିରଫ କଲା ପୋଲିସ । ତେବେ ପିଏଲଏଫଆଇ ସୁପ୍ରିମୋ ଦୀନେଶ ଗୋପର ମୁଖ୍ୟ ସହଯୋଗୀ ହେଉଛି ଅର୍ଜୁନ ରାଣା । ଯାହାର ଟାର୍ଗେଟରେ ଥିଲେ ଶିଳ୍ପପତି ଓ ବ୍ୟବସାୟୀ । ତେବେ ପୋଲିସ ଅର୍ଜୁନ ରାଣାକୁ ଗିରଫ କରିବା ସହିତ…

୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ । ସମୟ ସୀମା ମଧ୍ୟରେ ସ୍କୁଲ, କଲେଜକୁ ମିଳିବ ଜମିପଟ୍ଟା ।

କନକ ବ୍ୟୁରୋ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇଛି । ସରକାରଙ୍କ ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ…