୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ । ସମୟ ସୀମା ମଧ୍ୟରେ ସ୍କୁଲ, କଲେଜକୁ ମିଳିବ ଜମିପଟ୍ଟା ।

କନକ ବ୍ୟୁରୋ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇଛି । ସରକାରଙ୍କ ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ…

ପଞ୍ଚାୟତ ନିର୍ବାଚନରେ ହାଇପ୍ରୋଫାଇଲ ପ୍ରଚାର: ମଇଦାନକୁ ଓହ୍ଲାଇଲେ ବିଜେପି ସାଂସଦ ଅପରାଜିତା, ମନ୍ତ୍ରୀ ଅରୁଣ ସାହୁ ଓ…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ହାଇପ୍ରୋଫାଇଲ ପ୍ରଚାର । ମଇଦାନକୁ ଓହ୍ଲାଇଲେ ବିଜେପି ସାଂସଦ ଅପରାଜିତା, ମନ୍ତ୍ରୀ ଅରୁଣ ସାହୁ ଓ ପ୍ରମିଳା ବିଷୋୟୀ । ଗାଁ ଗାଁରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ନେତା ମନ୍ତ୍ରୀ । ନିଜ ନିଜ ଉଦ୍ୟମରେ…

ଘର କାନ୍ଥରେ ପାଠପଢା: ଶିକ୍ଷକ ଚଳାଇଛନ୍ତି ‘ମୋ ଘର କଳାପଟା ମିଶନ’, ଘର ଘର ବୁଲି ପଢାଉଛନ୍ତି ପାଠ

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ଆସନ୍ତା ୧୪ ତାରିଖରୁ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ତେବେ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଘରେ ଘରେ ବିଦ୍ୟାଳୟ ଭଳି ପରିବେଶ ସୃଷ୍ଟି କରିଛନ୍ତି ଜଣେ ଶିକ୍ଷକ ।…

୪୯ ହଜାର ଟଙ୍କାର ସୁନା କୁଣ୍ଡଳ, ୨୦ ହଜାର ଟଙ୍କାର ରୁଦ୍ରାକ୍ଷ ମାଳାର ମାଲିକ ଯୋଗୀ ଆଦିତ୍ୟନାଥ । ପଢନ୍ତୁ, ଯୋଗୀ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଶୁକ୍ରବାର ସେ ଗୋରଖପୁର ସହରରୁ ନିଜର ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ବେଳେ ଫାଇଲ୍ କରାଯାଇଥିବା ଏଫିଡେବିଟରେ ସେ ନିଜର ସମ୍ପତ୍ତି ତାଲିକା…

ସ୍ୱାଭିମାନ ଅଞ୍ଚଳରେ କେମିତି ହେବ ନିର୍ବାଚନ? ସମ୍ବେଦନଶୀଳ ଅଞ୍ଚଳକୁ ଗସ୍ତ କରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି…

କନକ ବ୍ୟୁରୋ: ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ପାଇଁ ସ୍ୱାଭିମାନ ଅଂଚଳରେ ହେବ ନିର୍ବାଚନ । ତେବେ ଲାଲାଗଡରେ କେମିତି ମତଦାନ କରାଇବେ, ତାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ । ସମସ୍ତେ ଏବେ ଘନଘନ ସ୍ୱାଭିମାନ ଅଂଚଳ ଗସ୍ତ…

ସୀମାନ୍ତବର୍ତ୍ତୀ ଗାଁରେ ଲାଗିଛି ହିନ୍ଦୀ ଭାଷାରେ ପୋଷ୍ଟର: ଓଡି଼ଶା ମାଟିରେ ହିନ୍ଦୀରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ…

କନକ ବ୍ୟୁରୋ: ଓଡି଼ଶା ମାଟିରେ ଓଡ଼ିଆ ନେତାଙ୍କ ହିନ୍ଦୀରେ ପ୍ରଚାର । ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତୀ ଗାଁରେ ହିନ୍ଦୀ ଭାଷାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝୀ । କଥା କଥାକେ ଓଡିଶାର ସ୍ୱାଭିମାନ ଓ ପ୍ରୀତି…