ଏମାର ମଠରେ ରୂପା ଇଟା ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଖନନ: ହେଲେ ମିଳିଲାନି ରୂପା ଇଟା, ମାଟି ତଳେ ଥିଲା ଲୁହା ଖଣ୍ଡ

କନକ ବ୍ୟୁରୋ: ପୁରୀ ଏମାର ମଠରେ ରୂପା ଇଟା ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଖନନ କାମ । ହେଲେ ମିଳିଲାନି କିଛି, କେବଳ ମିଳିଲା ଲୁହା ଖଣ୍ଡ । ରୂପା ଇଟା ସନ୍ଧାନରେ ଏମାର ମଠର ତିନିଟି ସ୍ଥାନକୁ ଖୋଳା ଯାଇଥିଲା । ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ତିନିଟି ସ୍ଥାନକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ…

ରାଜଧାନୀରେ ଭାଇକୁ ହାଣିଲା ଭାଇ: ହତ୍ୟା ପରେ ଫଟୋ ସେୟାର କରି, ଲେଖିଲା ‘ପକ୍କା ଖୁସି ତ’

କନକ ବ୍ୟୁରୋ: ଭାଇକୁ ହାଣିଲା ଭାଇ । ଖଣ୍ଡାରେ ହାଣିଲା, ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ ବୋତଣ୍ଡା ଅଂଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନ ଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁ ଲୁହାଣ କରିଥିବା ଅଭିଯୋଗ…

ଜୁନରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ: କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ସୂଚନା  

କନକ ବ୍ୟୁରୋ: ଆସନ୍ତା ଜୁନ ମାସରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଟି-୨୦ ମ୍ୟାଚ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଥିବା ନେଇ ସେ କହିଛନ୍ତି ।…

ରାଜ୍ୟର ବରିଷ୍ଠ ନେତାଙ୍କ ସହ ବୈଠକ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଲୋକଙ୍କ…

ପଞ୍ଚାୟତ ନିର୍ବାଚନ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ଭର୍ଚ୍ଚୁଆଲ ବୈଠକରେ ରାଜ୍ୟ ପଦାଧିକାରୀ, ସାଂସଦ ଏବଂ ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି,…

ଦିନେ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଥିଲେ । ଆଜି ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ।

କନକ ବ୍ୟୁରୋ: ଆଦର୍ଶ ପଞ୍ଚାୟତର ଆଦର୍ଶ ପ୍ରାର୍ଥୀ । ନିଜ ଗାଁକୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଇବାର ଲକ୍ଷ୍ୟ ନେଇ ଚାକିରି ଛାଡି ଭୁବନେଶ୍ୱରରୁ ଚାଲି ଆସିଥିଲେ ଗାଁକୁ । ନିଜ ଗାଁରେ ଏଭଳି କାମ କଲେ ଯେ ବର୍ତ୍ତମାନ ତାଙ୍କ ପଞ୍ଚାୟତ ଆଦର୍ଶ ପଞ୍ଚାୟତ ସହ ନିଜେ ଆଦର୍ଶ ସରପଞ୍ଚ ଭାବେ…

କାହା ସ୍ୱାର୍ଥରେ କାମ କରୁଛି କେନ୍ଦ୍ରୀୟ ଜଳ ଆୟୋଗ ? ସିଡବ୍ଲୁସିର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲା ରାଜ୍ୟ

କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ମୁହାଁମୁହିଁ ହେଲେ ରାଜ୍ୟ ଓ କେନ୍ଦ୍ର ସରକାର । ହୀରାକୁଦ୍ ଡ୍ୟାମର ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା କେନ୍ଦ୍ରୀୟ ଜଳ ଆୟୋଗ । ଡ୍ୟାମର ପରିଚାଳାନାଗତ ତ୍ରୁଟି ପାଇଁ ୨୦୨୦ରେ ଛତିଶଗଡରେ ବନ୍ୟା ହୋଇଥିବା ଦର୍ଶାଇ ଓଡିଶାକୁ ଦୋଷ ଦେଇଛି ଛତିଶଗଡ…