ନବୀନଙ୍କ ନୂଆ ଟିମରେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ: ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପୂର୍ବରୁ ନବୀନ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ନିରଞ୍ଜନ । ସୋନପୁର ବିଧାୟକ ଭାବେ ବିଜେଡିର ଗଡ଼ ବଜାୟ ରଖି ନବୀନଙ୍କ ଭରସା ଜିତି ପୁଣି ଥରେ ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ନିରଞ୍ଜନ ପୂଜାରୀ…

ମୁଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ… ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ଭାବେ ଶପଥ ନେଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜା ସ୍ୱାଇଁଙ୍କୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ଥରେ ରିପିଟ୍ କରିଛନ୍ତି । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସମବାୟ ଦାୟିତ୍ୱ ତୁଲାଇଥିବା ରଣେନ୍ଦ୍ର ପ୍ରତାପ…

ନବୀନଙ୍କ ନୂଆ ଟିମର ଶପଥ ସମାରୋହ: ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା ।

କନକ ବ୍ୟୁରୋ: ବିଷମକଟ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମ୍ ର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ୨୦୧୪ରେ…

ମହଙ୍ଗା ମହଙ୍ଗା ମହଙ୍ଗା: ପେଟ୍ରୋଲ, ଗ୍ୟାସ୍ ପରେ ଏବେ ଆଗକୁ ରିଚାର୍ଜ ହେବ ମହଙ୍ଗା ।

କନକ ବ୍ୟୁରୋ: ମହଙ୍ଗା ମାଡ଼ ଭିତରୁ ଏବେ ମୋବାଇଲ ରିଚାର୍ଜ ଆହୁରି ମହଙ୍ଗା ହେବାର ଖବର ଆସୁଛି । ଆଗକୁ ମୋବାଇଲ ରିଚାର୍ଜ ଆହୁରି ଅଧିକ ହେବ ବୋଲି ଜାତୀୟ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ଚଳିତ ବର୍ଷର ଦ୍ୱିତୀୟ ଭାଗରେ ଘରୋଇ ଟେଲିକମ୍ କମ୍ପାନି ଗୁଡ଼ିକ ଗ୍ରାହକ ପୁଣିଥରେ ଶୁଳ୍କ ବଢ଼ାଇବା ଉପରେ…

ମାର୍କେଟିଂ କର୍ମଚାରୀରୁ ଏମିତି ବନିଥିଲେ ମେଲୋଡି କିଙ୍ଗ୍ । ପ୍ରେମରୁ ବିରହର ଗୀତ । କେକେ କନ୍ଦାଉଥିଲେ ଆଉ ବୁଝାଉବି…

କନକ ବ୍ୟୁରୋ: କେକେ କନ୍ଦାଉଥିଲେ, ପ୍ରେମ ନିବେଦନର ପରିଭାଷା ବୁଝାଉଥିଲେ । ଆଉ ବିରହରେ ଜଳୁଥିବା ପ୍ରେମୀ ଯୁଗଳଙ୍କୁ ମଧୁର କଣ୍ଠରେ ବୁଝାଇ ମନଜିଣୁଥିଲେ । କଲେଜ ପଢୁଆ ପୁଅ ହେଉ କି ମେଲୋଡିଅସ୍ ଗୀତକୁ ଭଲ ପାଉଥିବା ଶ୍ରୋତାଟେ, ସଭିଁଙ୍କ ହୃଦୟରେ ରାଜ୍ କରୁଥିଲେ ବଲିଉଡର ମେଲୋଡି କିଙ୍ଗ୍…

୨୦ ବର୍ଷ ହେବ ମାନସିକ ଅସୁସ୍ଥ ସ୍ତ୍ରୀ, ସବୁ ସେବା କରୁଛନ୍ତି ମାଲକାନଗିରିର ସତ୍ୟବାନ ।

କନକ ବ୍ୟୁରୋ: ଜନ୍ମ ଜନ୍ମାନ୍ତରର ସାଥି । ହାତ ଧରି ସାରା ଜୀବନ ବିତାଇବାର ନିଷ୍ପତି । ସେଥିପାଇଁ ତ ଯେତେବେଳେ ବୟସ ଗଢେ ସେତେବେଳେ ଭଲପାଇବା ଆହୁରି ବଢେ । ସାବିତ୍ରୀ ନିଜ ସ୍ୱାମୀର ଜୀବନ ଫେରି ପାଇବା ପାଇଁ ଯମ ସହ ଲଢେଇ କରିଥିଲେ । ଠିକ୍ ସେମିତି ଏକ ଖବର ଆଦିବାସୀ ଇଲାକାରୁ ଆସିଛି । ଏଠି…