ଏମିତି ଏକ ପୀଠ, ଦରଖାସ୍ତ ଦେଲେ ପୂରଣ ହୁଏ ମାନସିକ ! ମୁଣ୍ଡିଆ ମାରନ୍ତି ହିନ୍ଦୁ-ମୁସଲମାନ ।

କନକ ବ୍ୟୁରୋ: ସାରା ଭାରତ ବର୍ଷରେ ଏମିତି ଏକ ସର୍ବ ଧର୍ମ ସମନ୍ୱୟର ଅନନ୍ୟ ପୀଠ ବାବା ବୁଖାରିଙ୍କ ପୀଠ । ଯେଉଁଠି ମନସ୍କାମନା ପୁର୍ଣ ପାଇଁ ଦେବାକୁ ପଡେ ଦରଖାସ୍ତ । ରାଜ୍ୟ ରାଜ୍ୟ ବାହାରୁ ବର୍ଷ ତମାମ ବାବାଙ୍କ ପାଖରେ ଲାଗିଥାଏ ଭିଡ଼ । କିଏ ଅସାଧ୍ୟ ରୋଗ ଦୂର ପାଇଁ ଆସିଥାଏ ତ ଆଉକିଏ ନିଜ…

‘ଆଜି ସାବିତ୍ରୀ : କିଡ଼ନୀ ରୋଗରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡ଼ାର ସତ୍ୟବାନ’

କନକ ବ୍ୟୁରୋ: ନିରୁପାୟ ବାପା, ଅସହାୟ ଭାଉଜ । ଦାରିଦ୍ରର ସେ ଦଦରା ଝୁପୁଡ଼ି ତଳେ ବସି ଦୁହେଁ ଝରାଉଛନ୍ତି ଲୁହ । ବୁଢ଼ା ବାପା ରୋଗୀଣା ପୁଅ ପାଇଁ କାନ୍ଦୁଛି, ଆଉ ଭାଉଜ ତା’ ଦିଅର ପାଇଁ ହାତ ଯୋଡ଼ି ନେହୁରା ହେଉଛି । କାରଣ କିଡ଼ନୀ ରୋଗରେ ପଡିଛି ଘରର ରୋଜଗାରିଆ ପୁଅ । ଦିନେ ରୋଜଗାର କରି ପରିବାର…

ଅନୁଭବ-ବର୍ଷା ବିବାଦ: ମତ ରଖିଲେ ଓଲିଉଡର ଜଣାଶୁଣା ସେଲିବ୍ରିଟି, ଦୁହିଁଙ୍କ ଭିତରେ ମିଳାମିଶା ହୋଇଯାଉ ବୋଲି ରଖିଲେ ମତ…

କନକ ବ୍ୟୁରୋ: ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବଙ୍କ ବିବାଦ ଏବେ ଅନେକ ସେଲିବ୍ରିଟିଙ୍କୁ ବ୍ୟଥିତ କରିଛି । ଗଣମାଧ୍ୟମରେ ଉଭୟଙ୍କ ପାରିବାରିକ କଳି ଓ ବିବାହ ବିଚ୍ଛେଦକୁ ନେଇ ଅନେକ ଖବର ପ୍ରସାରଣ ହେଉଥିବାବେଳେ ଏବେ ସୋସିଆଲ ମିଡିଆକୁ ଆସି ବ୍ୟକ୍ତିଗତ ସଂପର୍କର ଅନେକ ଅକୁହା କଥା କହୁଛନ୍ତି…

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ନାହାକା ଓ ଅଖ ସହ ଯୋଡାଗଲା ଚକ ।

କନକ ବ୍ୟୁରୋ: ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ଆଜି ପବିତ୍ର ଭଉଁରୀ ଉତ୍ସବରେ ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି । ନାହାକା ଓ ଅଖ ସହ ଚକ ଯୋଡାଯାଇଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ହୋଇଛି । ତାଳଧ୍ୱଜ ରଥର ୭ଟ. ଦେବଦଳନ ରଥର…

୪୨ବର୍ଷ ପରେ ରତ୍ନଭଣ୍ଡାରକୁ ଫେରିଲା ଠାକୁରାଣୀଙ୍କ ସୁନା ଅଳଙ୍କାର । ୧୯୮୦ ମସିହାରେ ଚୋରି ହୋଇଥିଲା ସାକ୍ଷୀଗୋପିନାଥଙ୍କ…

କନକ ବ୍ୟୁରୋ: ୧୯୮୦ ମସିହାରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରୁ ମା ରାଧାଦେବୀଙ୍କର ୨ପଟ ସୁନା ଖଡୁ ସହିତ ଏକ ସୁନା ହାର ଚୋରି ହୋଇଯାଇଥିଲା । ଯାହାକି ସେ ସମୟରେ ଦାୟତ୍ୱରେ ଥିବା ସେବାୟତ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଚୋରି ଯାଇଥିବା ସୁନା ଅଳଙ୍କାର ଗୁଡିକର  ଓଜନ ପ୍ରାୟ ୬୩…

ରାତି ଅଧିଆ ଜିପିଆର ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର । କହିଲେ, ମିଛ କହିଥିଲେ ପିନାକୀ, ଏଏସଆଇକୁ ସାଙ୍ଗରେ…

କନକ ବ୍ୟୁରୋ: ରାତି ଅଧିଆ ଜିପିଆର ସର୍ଭେକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର । ସେ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି । ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେଣୁ ଏଏସ୍ଆଇକୁ…