ଚୀନ୍ ସୀମାରେ ଭାରତୀୟ ବାୟୁସେନାର ପଇଁତରା। ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ।

କନକ ବ୍ୟୁରୋ: ଡିସେମ୍ବର ୯. ଅରୁଣାଚଳପ୍ରଦେଶର ତୱାଙ୍ଗ । ଏଲଏସିରେ ୩ଶହ ଡ୍ରାଗ ସୈନିକଙ୍କ ଅନୁପ୍ରବେଶ ପାଇଁ ଜୋର ଉଦ୍ୟମ । ତେବେ ସେମାନଙ୍କୁ ଅଟକାଇଲେ ଭାରତୀୟ ଯବାନ । ଚାଇନାର ଉଦ୍ୟମ ପଣ୍ଡ ହୋଇଛି । ଗୋଟେ ପଟେ ଶାନ୍ତିରେ କଥା କହି ଅନ୍ୟପଟେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି ଚୀନ ।…

ବଲାଙ୍ଗିର ପୁଇଁତଳାରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ। ବିଧାୟକଙ୍କ ଆଗରେ ଦୁଇ ଦଳର କର୍ମୀ ହାତାହାତି।

କନକ ବ୍ୟୁରୋ: ବିଜେପି ଓ ବିଜେଡ଼ି ମୁହାଁମୁହିଁ । ଦୁଇ ଦଳର କର୍ମୀ ପିଟାପିଟା । ଏଭଳି ଘଟଣା ବଲାଙ୍ଗିର ପୁଇଁତଲା ବ୍ଲକ ଭାଲେର ଛକରେ ଘଟିଛି । ଭାଲେର-କୁରୁଲ ବ୍ରିଜର ଭିତିପ୍ରସ୍ତର ସ୍ଥାପନ ପାଇଁ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଯାଉଥିବାବେଳେ ସ୍ଥାନୀୟ ବିଜେଡ଼ି କର୍ମୀ ଏହାକୁ…

ବର୍ଷ ଶେଷରେ ଭୁବନେଶ୍ୱରରେ ବାହାଘର ପାଇଁ ମଣ୍ଡପ ଅଡୁଆ। ଲଗ୍ନ ଓ ତିଥି ସ୍ଥିର ହୋଇଥିଲେ ବି ମିଳୁନି ବିବାହ ମଣ୍ଡପ। 

କନକ ବ୍ୟୁରୋ:  ବାହାଘର ସିଜିନରେ ମଣ୍ଡପ ଅଡୁଆ । ଲଗ୍ନ ବାହାରିଛି ହେଲେ ମିଳୁନି ମଣ୍ଡପ । ରାତି ପାହିଲେ ମୋନାଲିସାଙ୍କ ବାହାଘର । ମେହେନ୍ଦୀ ସରିଛି, କେବଳ ଅପେକ୍ଷା  ବିବାହର ତିଥିକୁ । ବାଜା, ରୋଷଣୀ ସହ ଆସିବ ବର । ଆଉ ତା ପରେ ବାପ ଘର ଛାଡି ଶାଶୁଘର ଚାଲିଯିବ ମୋନାଲିସା । ବର୍ଷର ଆରମ୍ଭରେ…

ହାତୀକୁ ହତ୍ୟା କରି ପୋଡି଼ ଦେବା ଘଟଣା: ବହିଷ୍କୃତ କର୍ମଚାରୀଙ୍କ ନାଁରେ ହୋଇନି ମାମଲା।

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀକୁ ହତ୍ୟା କରି ପୋଡିଦେବା ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ହାତୀମୃତ୍ୟୁକୁ ରୋକିବାରେ ବିଫଳ ହୋଇଥିବାରୁ ପିସିସିଏଫ ଓ ଜେଟିଏଫଙ୍କୁ କୋର୍ଟ ଭର୍ସନା କରିଛନ୍ତି । ଏପରିକି ଶିମିଳିପାଳ ହାତୀ ଶିକାର ଘଟଣାରେ ନିଲମ୍ବିତ କର୍ମଚାରୀଙ୍କ…

ମଠ ଭାଙ୍ଗିବା ପରେ ଶ୍ରୀମନ୍ଦିରର ଐତିହ୍ୟ ଦୋଳବେଦୀ ଉପରେ ନଜର। ପାଚେରୀ ଉପରେ ବୁଲିଲା ବୁଲଡୋଜର।

କନକ ବ୍ୟୁରୋ:  ମଠ ଭାଙ୍ଗିଲା, ଏବେ ଜଗନ୍ନାଥଙ୍କ ଦୋଳବେଦୀ ଉପରେ ନଜର। ଭାଙ୍ଗିଦେଲେ  ପ୍ରାଚୀନ ଦୋଳବେଦୀ ପାଚେରୀ । ଶ୍ରୀମନ୍ଦିର ଐତିହ୍ୟ ବିକାଶ ନାଁରେ  ଶ୍ରୀମନ୍ଦିରର ଐତିହ୍ୟସମ୍ପନ୍ନ ଦୋଳବେଦୀ ପାଚେରୀକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ଉତ୍ତର-ପୂର୍ବ କୋଣରେ ଥିବା ଏହି ପାଚେରୀକୁ…

୪ବର୍ଷରେ ସ୍ନାତକ ଡିଗ୍ରୀ ପାଇଁ ୟୁଜିସି ଜାରି କଲା ବିଜ୍ଞପ୍ତି। ନାକ୍ ମାନଦଣ୍ଡ ପୂରଣ କରୁନଥିବା କଲେଜରେ ପାଠ୍ୟକ୍ରମ…

କନକ ବ୍ୟୁରୋ: ୟୁଜିସି ଜାରି କଲା ନୂଆ ବିଜ୍ଞପ୍ତି । ଏଣିକି ୪ ବର୍ଷରେ ମିଳିବ ସ୍ନାତକ ଡିଗ୍ରୀ । ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି , ୟୁଜିସି ବା ୟୁନିଭରସିଟି ଗ୍ରାଣ୍ଟ କମିଶନ । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪…