ଚୀନ ସେନା ସୀମା ଟପିବା ପରେ ସଜାଗ ହେଲା ଭାରତୀୟ ସେନା। ସୀମାରେ ମୁତୟନ ହେଲା ଲଢ଼ୁଆ ବିମାନ। 

କନକ ବ୍ୟୁରୋ:  ଏଲଏସିରେ ଚୀନ ସେନାର ଉତ୍ପାତ ପରେ ଭାରତୀୟ ସେନା ସଜାଗ ହୋଇଛି । ସୀମାରେ ମୁତୟନ କରିଛି ଲଢ଼ୁଆ ବିମାନ । ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ସହ ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲ ପାଇଁ ଆକାଶରେ ପଇଁତରା ମାରୁଛି । ପ୍ରକୃତ ନିୟନ୍ତ୍ରଣ ରେଖାର ନିକଟରେ ରହି ଚକର…

ଅର୍ଚ୍ଚନା ନାଗଙ୍କୁ ବାନ୍ଧିଲା ଇଡି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍ -୧୯ ବଳରେ ଗିରଫ କଲା ପ୍ରବର୍ତନ…

କନକ ବ୍ୟୁରୋ: ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି । ରୁଜୁ ହେଲା ଆର୍ଥିକ ଅନିୟମିତତା ମାମଲା । ରିମାଣ୍ଡରେ ନେଇ ୭ଦିନର ପଚରାଉଚୁରା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ଇଡି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକସନ୍-୧୯ ବଳରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତରେ…

ମହିଳାଙ୍କ ଘରୁ ଉଦ୍ଧାର ହେଲା ୭ କୋଟିର ୭ ମୂର୍ତ୍ତି। ୧୦ ବର୍ଷ ପୂର୍ବେ ବିଭିନ୍ନ ମନ୍ଦିରରୁ ହୋଇଥିଲା ଚୋରୀ।

କନକ ବ୍ୟୁରୋ: ତାମିଲନାଡୁ ପୋଲିସର ଏକ ଟିମ ପ୍ରାଚୀନ ମୂର୍ତ୍ତି ସଂଗ୍ରହକର୍ତ୍ତାଙ୍କ ଘରୁ କୋଟି କୋଟି ଟଙ୍କାର ଚୋରୀ ହୋଇଥିବା ମୂର୍ତ୍ତି ଜବତ କରିଛି । ପାଖାପାଖି ୭ଟି ମୂର୍ତ୍ତି ଜବତ କରଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହି ଏହି ମୂର୍ତ୍ତିର ଦାମ ସାତ କୋଟିରୁ ଅଧିକ ହେବ । ଶୋଭା ଦୁରୋରାଜନ…

ଇଡି ରିମାଣ୍ଡରେ ଅର୍ଚ୍ଚନା, ଜଗବନ୍ଧୁ। ପଢନ୍ତୁ କେତେ ଦିନିଆ ରିମାଣ୍ଡରେ ନାଗ-ଚାନ୍ଦ ଦମ୍ପତ୍ତି …

କନକ ବ୍ୟୁରୋ: ଗିରଫ ପରେ ଇଡି ରିମାଣ୍ଡରେ ଯିବେ ଅର୍ଚ୍ଚନା ଓ ଜଗବନ୍ଧୁ । କିଛି ସମୟ ପୂର୍ବରୁ ଇଡି ତାଙ୍କୁ ଗିରଫ କରିଥିଲା । ଜିଲ୍ଲା ଦୌରାଜଜ କୋର୍ଟ ଉଭୟଙ୍କୁ ରିମାଣ୍ଡ ନେଇ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି । ଅର୍ଚ୍ଚନାଙ୍କୁ ୬ଦିନ, ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡ ନେଇ କୋର୍ଟ ଅନୁମତି…

ସୀମାରେ କିଏ ଦେଇଥିଲା ଆକ୍ରମଣ ପାଇଁ ନିର୍ଦ୍ଦେଶ? ଜାଣନ୍ତୁ ତୱାଙ୍ଗରେ କାହା ଇସାରାରେ ପିଏଲଏ ରଚିଥିଲା ଷଡଯନ୍ତ୍ର।

କନକ ବ୍ୟୁରୋ: ଡୋକଲାମ, ଗଲୱାନ ପରେ ବର୍ତ୍ତମାନ ତୱାଙ୍ଗରେ ଚୀନର ଧୃଷ୍ଟତା । ଅରୁଣାଚଳପ୍ରଦେଶର ଏହି ସେକ୍ଟରରେ ଭାରତୀୟ ଯବାନ ଚୀନର ଯବାନଙ୍କର ଦୃଢତାର ସହ ମୁକାବିଲା କରିଥିଲେ । ଲଦ୍ଦାଖର ଗଲୱାନ ଘାଟି ପରେ ଦୁଇ ସେନା ମଧ୍ୟରେ ଏହା ପ୍ରଥମ ମୁକାବିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ସୃଷ୍ଟି…

ନୀତିଶ କୁମାରଙ୍କ ବଡ ଘୋଷଣା, ୨୦୨୫ ବିଧାନସଭା ନିର୍ବାଚନରେ ନେତୃତ୍ୱ ନେବେ ତେଜସ୍ୱୀ।

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ୨୦୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି । ନୀତିଶଙ୍କ…