ଭୁବନେଶ୍ୱର ରସୁଲଗଡ଼ ଛକରେ ଯୁବକର ଆତ୍ମାହୁତି ଉଦ୍ୟମ

33

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଭୁବନେଶ୍ୱର ରସୁଲଗଡ଼ ଛକରେ ଯୁବକର ଆତ୍ମାହୁତି ଉଦ୍ୟମ । ନିଜ ଦେହରେ ନିଅାଁ ଲଗାଇ ରାସ୍ତା ଉପରେ ଦୌଡ଼ିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଛନ୍ତି । ଏହାସହ ନିଅାଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।

ଯୁବକଙ୍କ ଶରୀର ୫୦ ଭାଗ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେୀ ଭର୍ତି କରିଛନ୍ତି । ତେବେ ଆତ୍ମାହୁତିର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ଯୁବକର ପରିଚୟ ମଧ୍ୟ ମିଳିପାରିନାହିଁ । ସେପଟେ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –