ସିୱେଜ ସିପିଂ ଜିଏମ ହତ୍ୟା ମାମଲା : ମହିମା ମିଶ୍ରଙ୍କ ଭଣଜା ଓ ଓଏସଏଲ ଆକାଉଂଟାଟ ରବୀନ୍ଦ୍ର ଦଳେଇଙ୍କୁ ନୋଟିସ

19

କନକ ବ୍ୟୁରୋ : ସିୱେଜ ସିିପିଂ ହତ୍ୟା ମାମଲା । ମହିମା ମିଶ୍ରଙ୍କ ଭଣଜାକୁ ନୋଟିସ କରିଛି ପାରାଦୀପ ପୁଲିସ । ଓଏସଏଲ ଆକାଉଂଟାଟ ରବୀନ୍ଦ୍ର ଦଳେଇଙ୍କୁ ମଧ୍ୟ ନୋଟିସ କରାଯାଇଛି । ଆସନ୍ତା ୧୫ ସୁଦ୍ଧାର ହାଜର ହେବାକୁ ଉଭୟଙ୍କୁ ନୋଟିସ କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –