ଧମକର ୮ଘଂଟା ପରେ ଗିରଫ ହେଲା ଦୁର୍ବୃତ୍ତ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପରିବାରକୁ ଦେଇଥିଲା ହତ୍ୟା ଧମକ

619

କନକ ବ୍ୟୁରୋ: ଧମକ ଦେଇ ଦୁର୍ବୃତ୍ତ ଗିରଫ । ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ସୋମବାର ସକାଳୁ ଧମକ ମିଳିଥିଲା । ମୋଟ ୮ଥର ଫୋନ କରି ଦୁର୍ବୃତ୍ତ ହତ୍ୟା ଧମକ ଦେଇଥିଲା । ଘଟଣାକୁ ନେଇ ମୁମ୍ବାଇ ପୁଲିସ ଆକ୍ସନ ନେବା ସହ ଦୁର୍ବୃତ୍ତକୁ ଗିରଫ କରିପାରିଛି । ଗିରଫ ପରେ ଜେରା କରୁଛି ପୁଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ଦୁର୍ବୃତ୍ତ ଜଣକ ମୁମ୍ବାଇ । ନାଁ ତାର ଭୌମିକ ଓ ବୟସ ୫୬ବର୍ଷ ।