ବରଗଡରେ ଅଘଟଣ, ବନ୍ଦ ଘରୁ ମିଳିଲା ୪ ମୃତଦେହ। 

220

କନକ ବ୍ୟୁରୋ: ବରଗଡରେ ଅଘଟଣ ଘଟିଛି । ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର କରାଯାଇଛି । ଭେଡେନ ବ୍ଲକ ଜାମଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପ୍ରାଥମିକ ଭାବେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି ।