ଓଡିଶା ପୋଲିସରେ କାର୍ଯ୍ୟରତ ୩୨ ଡିଏସପିଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

53

କନକ ବ୍ୟୁରୋ : ଓଡ଼ିଶା ପୋଲିସରେ କାର୍ଯ୍ୟରତ ୩୨ ଜଣ ଡିଏସପି, ଏସଡିପିଓ ଓ ଏସିପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। କଟକ ଏଚ୍ଆର୍ପିସି ଡିଏସପି ପ୍ରଦୀପ କୁମାର ଜାଲିଙ୍କୁ କଟକ ଏସପି କାର୍ଯ୍ୟଳୟକୁ ବଦଳି କରାଯିବା ସହିତ ତାଙ୍କୁ ଭୁବନେଶ୍ବର ବାଣିଜ୍ୟ ଓ ପରିବହନ ବିଭାଗକୁ ଡେପୁଟେସନରେ ପଠାଯାଇଛି। ସେ କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସଡ଼କ ସୁରକ୍ଷା ସେଲ୍ ଲିଡ୍ ଏଜେନ୍ସିର ଏନ୍ଫୋର୍ସମେଣ୍ଟ ଅଫିସର ଭାବେ କାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ନିମାପଡ଼ା ଏସଡିପିଓ ନିର˚ଜନ ପାଢୀ ସାଲେପୁରକୁ, ସୁନ୍ଦରଗଡ଼ ଆଇୟୁସିଏଡବ୍ଲୁ ଡିଏସପି ଶରତ କୁମାର ମିଶ୍ର ନିମାପଡ଼ା ଏସଡିପିଓ, ଘଟଗାଁ ଏସଡିପିଓ ସିଲ୍ଭେରିଅସ୍ ଟପ୍ପୋ ଗଞ୍ଜାମ ପୁରୁଷୋତ୍ତମପୁରକୁ, କରଞ୍ଜିଆ ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ମୟୁରଭଞ୍ଜ ଉଦଳାକୁ, ଉଦଳା ଏସଡିପିଓ ସ୍ବପ୍ନ ର˚ଜନ ମହାପାତ୍ର ଘଟଗାଁକୁ, ପଟ୍ଟାମୁଣ୍ତାଇ ଏସଡିପିଓ ଉମା ଶଙ୍କର ମହାରଣା ଆଠଗଡ଼କୁ, ଯାଜପୁର ଡିଆଇବି ଡିଏସପି ସୁଧାକର ସାହୁ ନୟାଗଡ଼ ଏସଡିପିଓ ଭାବେ ବଦଳି କରାଯାଇଛି ।

 

ଆଠଗଡ଼ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ୍ ଜଗତସି˚ହପୁରକୁ, ଅନୁଗୁଳ ଆଇୟୁସିଏଡବ୍ଲୁଡି ଏସପି ଉମେଶ କୁମାର ପଣ୍ତା ବାଲେଶ୍ବରକୁ, ସୁବର୍ଣ୍ଣପୁର ପିସିଆର୍ ସେଲ୍ ଡିଏସପି ଅନଦା ବର୍ଦ୍ଧନ ଗୁରୁ ବ୍ରଜରାଜନଗର ଏସଡିପିଓ, ସୁନ୍ଦରଗଡ଼ ଆଇଏଏଚ୍ଟିୟୁ ଡିଏସପି ସୁବୋଧ କୁମାର ମଲ୍ଲିକ ଟିଟିଲାଗଡ଼ ଏସଡିପିଓ, କଟକ କ୍ରାଇମବ୍ରାଞ୍ଚ ଡିଏସପି ବିଷ୍ଣୁ ପ୍ରସାଦ ପତି ବ୍ରହ୍ମପୁର ଏସଡିପିଓ, କମିସନରେଟ୍ ପୁଲିସ୍ ଏସିପି ଫଗୁଆ ସି˚ହ ଚାନ୍ଦବାଲି ଏସଡିପିଓ, ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସ କମିସନରେଟ୍ ପୁଲିସ୍ ଏସିପି, କେନ୍ଦ୍ରାପଡ଼ା ଡିଆଇବି ଡିଏସପି ର˚ଜନ କୁମାର ଦେ ପଟ୍ଟାମୁଣ୍ତାଇ ଏସଡିପିଓ, ବରଗଡ଼ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ତା ବଲାଙ୍ଗୀର କଣ୍ଟାବାଞ୍ଜିକୁ, କମିସନରେଟ୍ ପୁଲିସ୍ ଏସିପି ସୂର‌୍ୟ୍ୟମଣି ପ୍ରଧାନ ଆସ୍କା ଏସଡିପିଓ, ଆସ୍କା ଏସଡିପିଓ ସୁବାସ ଚନ୍ଦ୍ର ପଣ୍ତା କମିସନରେଟ୍ ପୁଲିସ୍ ଏସିପି, ଗୁଇନ୍ଦା ଡିଏସପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀ କ୍ରାଇମବ୍ରାଞ୍ଚ ଏସଟିଏଫ ଡିଏସପି, ଗୁଇନ୍ଦା ଡିଏସପି ସତ୍ୟଜିତ ମିଶ୍ର କମିସନରେଟ ଏସିପି, କମିସନରେଟ ଏସିପି ଅତନୁ କୁମାର ରାଉତ କେନ୍ଦ୍ରାପଡ଼ା ଡିଆଇବି ଡିଏସପି, କମିସନରେଟ ଏସିପି ଦେବୀଶଙ୍କର ପ୍ରତାପ ସୁନ୍ଦରଗଡ଼ ଆଇଆଇଏଚୟୁ ଡିଏସପି, ଜଗତସି˚ହପୁର ଏସଡିପିଓ ସୁଯୋଗ୍ୟ କୁମାର ମିଶ୍ର ବାଲେଶ୍ବର ଡିଆଇବି ଡିଏସପି, ବ୍ରଜରାଜନଗର ଏସଡିପିଓ ରାମ ପ୍ରସାଦ ସାହୁ ସୁନ୍ଦରଗଡ଼ ଆଇୟୁସିଏଡବ୍ଲୁ ଡିଏସପି, କଣ୍ଟାବାଞ୍ଜି ଏସଡିପିଓ ପ୍ରଫୁଲ୍ଲ କୁମାର ମିଶ୍ର ଯାଜପୁର ଡିଆଇବି ଡିଏସପି, ପୁରୁଷୋତ୍ତମପୁର ଏସଡିପିଓ ଅଶ୍ବିନୀ କୁମାର ସାହୁ ଗଞ୍ଜାମ ଡିଆଇବି ଡିଏସପି, କଟକ ଆଇଆଇଏଚୟୁ ଡିଏସ୍ଆର୍ପି ରବିନ୍ଦ୍ରନାଥ ମହାପାତ୍ର ଭୁବନେଶ୍ବର ମେରାଇନ୍ କୋଷ୍ଟାଲ୍ ସିକ୍ୟୁରିଟି ଡିଏସପି, କନ୍ଧମାଳ ଡିଆଇବି ଡିଏସପି ଅମରେଶ କୁମାର ପାଣିଗ୍ରାହୀ କନ୍ଧମାଳ ଆଇୟୁସିଏଡବ୍ଲୁ ଡିଏସପି, କନ୍ଧମାଳ ଆଇୟୁସିଏଡବ୍ଲୁ ଡିଏସପି ସୀତାକାନ୍ତ ଗନ୍ତାୟତ କନ୍ଧମାଳ ଡିଆଇବି ଡିଏସପି, ଅନ୍ଦରପୁର ଏସଡିପିଓ ମହେଶ୍ବର ସେଠୀ ନବରଙ୍ଗପୁର ଆଇୟୁସିଏଡବ୍ଲୁ ଡିଏସପି  ଭାବେ ବଦଳି ହୋଇଛନ୍ତି।