ମହାନଦୀରେ ବୁଡି ଯାଇଥିବା ୩ ଛାତ୍ର ଉଦ୍ଧାର

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ବୁଡି ଯାଇଥିବା ୩ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱର ନିଫ୍ଟର ୪ଜଣ ଛାତ୍ର ଗଡଗଡିଆ ଘାଟକୁ ଗାଧୋଇବାକୁ ଯାଇଥିବାବେଳେ ବୁଡି ଯାଇଥିଲେ। ଛାତ୍ରଙ୍କୁ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଉଦ୍ଧାର କରିଥିଲା।