Daily Archives

April 24, 2024

ମୋଦୀଙ୍କ ମଙ୍ଗଳସୂତ୍ର ମନ୍ତବ୍ୟକୁ କଡା ଜବାବ । ସୋନିଆ, ଇନ୍ଦିରାଙ୍କ କଥା ଉଠାଇଲେ ପ୍ରିୟଙ୍କା

କନକ ବ୍ୟୁରୋ: ମହିଳାଙ୍କ ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ସାମଗ୍ରୀ ଅନ୍ୟ କାହାକୁ ଦେବାକୁ କଂଗ୍ରେସ ଯୋଜନା କରୁଛି । ରାଜସ୍ଥାନର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଏଭଳି ଦାବି କରିବା ପରେ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନିଜ ମା’ ସୋନିଆ ଗାନ୍ଧୀ, ଜେଜେ ମା’ ଇନ୍ଦିରା…

କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ସମ୍ପତ୍ତି ଥିଓରୀକୁ ନେଇ ଅଡୁଆରେ । ନିର୍ବାଚନୀ ସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜିଲା ବୟାନବାଜି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ନିକଟରେ ଏକ ବିବୃତିରେ କହିଥିଲେ ଯେ ନିର୍ବାଚନ ପରେ ତାଙ୍କ ସରକାର କ୍ଷମତାକୁ ଆସିଲେ ସର୍ଭେ କରାଯିବ ଏବଂ କାହା ପାଖରେ କେତେ ସମ୍ପତ୍ତି ଅଛି ତାହା ଜଣାପଡ଼ିବ । ଆଉ ଯେତେବେଳେ…

ବଦଳିଲା କି ବିଜେପିର ନିର୍ବାଚନ ଲଢ଼େଇ ତରିକା? କେବଳ ମୋଦୀ ଗ୍ୟାରେଣ୍ଟି ନୁହଁ ଏବେ ପୁରୁଣା ମୁଦ୍ଦା ଉପରେ ନଜର

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢୁଛି, ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ମତଦାନ ପରେ ୨୦୨୪ ଲୋକସଭା ନିର୍ବାଚନରେ 'ମୋଦୀ ଗ୍ୟାରେଣ୍ଟି'ରେ ଲଢେଇ କରୁଥିବା ବିଜେପିର ରାଜନୈତିକ ଏଜେଣ୍ଡା ବଦଳିଯାଇଥିବା ଜଣାପଡିଛି । ଦେଶରେ କଂଗ୍ରେସ କ୍ଷମତାରୁ…

ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲା ଅଭିଯୁକ୍ତ । ହୁ ହୁ ହୋଇ ଜଳିଗଲା ଦୋକାନ । ୧୩୦ ଟଙ୍କା ପାଇଁ ୫ ଲକ୍ଷ ଟଙ୍କାର…

କନକ ବ୍ୟୁରୋ; ୧୩୦ ଟଙ୍କା ପାଇଁ ପୋଡିଗଲା ୫ ଲକ୍ଷର ସମ୍ପତ୍ତି । ହେଲେ ବଞ୍ଚିଗଲା ଜୀବନ । ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ରଞ୍ଜିତ କୁମାର ସାହୁଙ୍କ କିରାନା ଦୋକାନରୁ ବାକିରେ ୧୩୦ ଟଙ୍କାର ଜିନିଷ…

ନିଆଁ ନେଇଗଲା ସବୁକିଛି: କେଉଁଠି ପ୍ରତିଶୋଧର ନିଆଁ ଜାଳିଦେଲା ଦୋକାନ, କେଉଁଠି ବାସହରା କଲା ନିଆଁ । ଲିଭୁନି ବି…

କନକ ବ୍ୟୁରୋ: ଖୋର୍ଦ୍ଧା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ବିଳମ୍ବିତ ରାତିରେ ଏକ ଗ୍ରୋସରୀ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମଧୁପୁର ଗାଁର…

୪୫ ଡିଗ୍ରୀ ଟପିପାରେ ପାରଦ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ୨୭ ଓ ୨୮ ତାରିଖରେ ସାଂଘାତିକ ହେବ ତାତି ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ସତ୍ୱେ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳିନାହିଁ । ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସତର୍କ କରିଦେଇଛି…