Daily Archives

April 14, 2024

କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଲୋକସଭା ଲଢ଼େଇର ଚିତ୍ର ସ୍ପଷ୍ଟ: ଭୁବନେଶ୍ୱର ସମୀକରଣକୁ ନେଇ ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଆସନରେ ଏଥର ହେବ ତ୍ରିମୁଖୀ ଲଢେଇ । ବିଜେପିରୁ ଅପରାଜିତା ଷଡଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ଓ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହେବା ପରେ ରୋଚକ ଲଢେଇ ହେବା ସ୍ପଷ୍ଟ ହୋଇଛି । ତେବେ ୟାସିର ନୱାଜଙ୍କ ଭୋଟ କେତେ ନିର୍ଣ୍ଣାୟକ ହେବେ ସେ ନେଇ ଆଲୋଚନା…

ଗାଁଠୁ ସହର ବାରି ହେଲାଣି ନିର୍ବାଚନୀ ମାହୋଲ: ପୂଜାର୍ଚ୍ଚନା ଓ ଠାକୁର ଦର୍ଶନ କରି ପ୍ରଚାରରେ ବାହାରିଲେ ସାଂସଦ ଓ…

କନକ ବ୍ୟୁରୋ: ନିର୍ବାଚନ ଯେତିିକି ପାଖେଇ ଆସୁଛନ୍ତି, ପ୍ରାର୍ଥୀଙ୍କ ପ୍ରଚାର ବି ଜମିବାରେ ଲାଗିଛି । ଆଜି ଓଡିଆ ନବବର୍ଷରେ ମନ୍ଦିରରେ ପୂଜାର୍ଚ୍ଚନା କରି ଭୋଟରମୁହାଁ ହୋଇଛନ୍ତି ପ୍ରାର୍ଥୀ । ପୁରୀରେ ବାଇକରାଲି କରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀ ।…

ସୋସିଆଲ ମିଡିଆରେ ବିଜେଡି-ବିଜେପି ଲଢ଼େଇ: ରାଜ୍ୟ ସରକାରଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜୋର ଧରିଛି ବିଜେଡି-ବିଜେପି ଲଢେଇ । ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ପାଲଟା ପ୍ରଶ୍ନ କରିଥିଲେ । ବିଜେଡି । ତେବେ ପ୍ରଚାର ପାଇଁ ସୋସିଆଲ ମିଡିଆ…

ସମୟ ଗଡୁଛି ଟେନସନ ବଢ଼ୁଛି: ହେଲେ, ଟିକେଟ ମିଳିବ କି ନାହିଁ, ଏଯାଏଁ ସ୍ପଷ୍ଟ କରୁନାହାନ୍ତି ବିଜେଡି ସୁପ୍ରିମୋ

କନକ ବ୍ୟୁରୋ: ଟେନସନରେ ବିଜେଡିର ବରିଷ୍ଠ ନେତା । ବିଜେଡି ବର୍ତମାନ ସୁଦ୍ଧା ୧୧୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି । କିନ୍ତୁ ବରିଷ୍ଠ ନେତାଙ୍କ ଆସନରେ ଏ ଯାଏଁ ପ୍ରାର୍ଥୀ ଚୂଡାନ୍ତ ହୋଇନାହିଁ । ଅନୁଗୁଳ, ବଡଚଣା ଓ କେନ୍ଦ୍ରପଡା ଭଳି ଆସନରେ ନିଷ୍ପତ୍ତି ଏବେ ବି ଝୁଲି ରହିଛି । ଫଳରେ…

ନିଜ ଆବଶ୍ୟକତା କାହିଁକି ମେଂଟାଇ ପାରୁନାହାନ୍ତି ଲୋକ? ଯୁବକମାନଙ୍କୁ ନିଯୁକ୍ତି ଦେବ କିଏ?

କନକ ବ୍ୟୁରୋ: ଜନତାଙ୍କ ମୈାଳିକ ଆବଶ୍ୟକତା ପୂରଣ କରିବା ନିର୍ବାଚିତ ସରକାରଙ୍କ ଦାୟିତ୍ୱ । ଦେଶ ସ୍ୱାଧୀନତା ପରେ ଅନେକ ସରକାର ଆସିଲେଣି ଆଉ ଗଲେଣି, ହେଲେ ଏବେ ବି ମୌଳିକ ଆବଶ୍ୟକତା ପୂରଣ କରିବାର ପ୍ରତିଶ୍ରୃତି ଦେଇ ନିର୍ବାଚନ ଲଢାଯାଉଛି । ସ୍ୱାଧୀନତାର ୭୬ ବର୍ଷ ପରେ ମାଗଣା ଚାଉଳ,…

ନିର୍ବାଚନ ପୂର୍ବରୁ ବିଜେପି ଦେଲା ବଡ ପ୍ରତିଶ୍ରୁତି: ସଂକଳ୍ପ ପତ୍ରର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ଜାରି କରିଛି ସଂକଳ୍ପ ପତ୍ର । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ତା’ର ସଂକଳ୍ପ ପତ୍ରରେ ବିକଶିତ ଭାରତର ସଂକଳ୍ପକୁ ଦୋହରାଇଛି । ସଂକଳ୍ପ ପତ୍ରରେ ବିକଶିତ ଭାରତର ୪ଟି…