Daily Archives

April 7, 2024

ଚର୍ଚ୍ଚାରେ ନେତାଙ୍କ ନାଚ । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ପ୍ରୟାସ ।

କନକ ବ୍ୟୁରୋ: ନାଁ ଘୋଷଣା ପରେ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ଗାଁଠୁ ସହର ସବୁଠି ଜମିଲାଣି ନିର୍ବାଚନୀ ମାହୋଲ । ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ଶୈଳୀରେ ପ୍ରଚାର କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଚଳାଇଛନ୍ତି । ଚର୍ଚ୍ଚାରେ ନେତାଙ୍କ ନାଚ ମନ ଜିଣିବାକୁ…

କେଉଁଠୁ ଟିକେଟ୍ ପାଇବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ? ମୟୂରଭଞ୍ଜର ୩ ଆସନରେ ବିଜେପିର ଅଛିଣ୍ଡା ଅଙ୍କ । ସାରସକଣା…

କନକ ବ୍ୟୁରୋ: କେଉଁଠୁ ଲଢିବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ? ଟୁଡୁଙ୍କ ଲୋକସଭା ଟିକେଟ କଟିବା ପରେ ସେ ବିଧାନସଭା ନିର୍ବାଚନ ଲଢିବା ନେଇ ଆଲୋଚନା ହେଉଛି । ବିଶେଷକରି ମୟୂରଭଞ୍ଜରେ ଘୋଷଣା ହୋଇନଥିବା ୩ଟି ବିଧାନସଭା ଆସନ ମଧ୍ୟରୁ କେଉଁ ଆସନରୁ ସେ ଲଢିବେ ତାକୁ ନେଇ ମୟୂରଭଞ୍ଜ ରାଜନୀତି…

ଭୁବନେଶ୍ୱର-ମଧ୍ୟକୁ ନେଇ ବଢୁଛି ସସପେନ୍ସ । ଶକ୍ତି ପ୍ରଦର୍ଶନ କଲେ ଅନନ୍ତ, ଅମରେଶ । କିଏ ପାଇବ ଟିକେଟ୍?

କନକ ବ୍ୟୁରୋ: ଭୁବନେଶ୍ୱରର ୪ ଆସନରୁ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ହେଲେ ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ବିଧାୟକ ଅନନ୍ତ ଜେନା ନା ଆଶାୟୀ ଅମରେଶ ଜେନା କିଏ ପାଇବେ ଟିକେଟ, ସେ ଚର୍ଚ୍ଚା ଚାଲିଛି । ଉଭୟ କିନ୍ତୁ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।…

ନବୀନ ନିବାସରେ ପହଞ୍ଚିଲେ ଦୁଇ ପ୍ରସନ୍ନ । ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବିଜେଡିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇବେ କି ଦୁଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ପ୍ରସନ୍ନ ଆଚାର୍ଯ୍ୟ? ଚିଲିକା ଆସନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ରହିଛି । ରଘୁ ସାହୁ ଟିକେଟ୍ ପାଇଁ ଦାବି କରୁଛନ୍ତି । ଅନ୍ୟପଟେ ଆଜି ନବୀନ ନିବାସ ଆସିଥିଲେ…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ଓ ଲେଖାଶ୍ରୀ । ଗଣେଶ୍ୱରଙ୍କୁ କେନ୍ଦାପଡ଼ାରୁ ମିଳିପାରେ ଟିକେଟ୍ । ଏପଟେ ଲେଖାଶ୍ରୀ…

କନକ ବ୍ୟୁରୋ: ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ଏହି ସମୟରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗଣେଶ୍ୱର ବେହେରା । ଲେଖାଶ୍ରୀ ବିଜେପି ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ଆଉ ଏବେ ସେ…

କାଳବୈଶାଖୀ ପ୍ରଭାବରେ ବର୍ଷା । ଦୁଇ ଦିନର ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି । ବଜ୍ରପାତ ଘଟି ୩ ଜଣ ଗୁରୁତର

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଆରମ୍ଭ ହୋଇଛି ବର୍ଷା । ଫଳରେ ଦୁଇ ଦିନର ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଆକାଶ ମେଘୁଆ ଥିବା ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ହୋଇଛି ବର୍ଷା । ତେବେ କିଛି ଦିନର ଅସହ୍ୟ ଗ୍ରୀଷ୍ମପ୍ରବାହ ପରେ ଆଜି…