Daily Archives

April 4, 2024

ନିର୍ବାଚନୀ ସତ୍ୟପାଠରେ ରାହୁଲ ଦର୍ଶାଇଲେ ସମ୍ପତ୍ତି ତାଲିକା । ଜାଣନ୍ତୁ ରାହୁଲଙ୍କ ନାମରେ ରହିଛି କେତେ ମୂଲ୍ୟର…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାଏନାଡରୁ ନାମାଙ୍କନ ଭରିଛନ୍ତି । ଏଥିରେ ରାହୁଲ ନିଜର ସମ୍ପତି ନେଇ ସତ୍ୟପାଠରେ ସୂଚନା ଦେଇଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, “ତାଙ୍କ ପାଖରେ ୨୦ କୋଟି ଟଙ୍କାର ମୋଟ୍ ସମ୍ପତି ରହିଛି । ଏଥିରୁ ୯ କୋଟି ୨୪ ଲକ୍ଷ ଟଙ୍କାର…

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପ୍ରସଙ୍ଗରେ ମୁଣ୍ଡ ପୁରାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରେ ରହିପାରିବେ । ଏହି ପ୍ରସଙ୍ଗରେ କୋର୍ଟ ହସ୍ତକ୍ଷେପ କରିବାକୁ ପୁଣି ଥରେ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ…

ଟିକେଟ୍ କଟିଲା, ବିଜେଡି ସହ ସମ୍ପର୍କ ତୁଟିଲା । ଦଳରୁ ଇସ୍ତଫା ଦେଲେ ବିଧାୟକ ରମେଶ ସାଏ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ନେତାଙ୍କ ଦଳଡିଆଁ ସେତେ ଜୋରଦାର ହେଉଛି । ଜଣେ ପରେ ଜଣେ ନେତା ଦଳ ଡେଉଁଥିବା ବେଳେ ଏହି ପର୍ବରେ ଏବେ ସାମିଲ ହୋଇଛନ୍ତି ବିଧାୟକ ରମେଶ ସାଏ । ଦଳରୁ ଇସ୍ତଫା ଦେଇ ବିଜେଡିକୁ ବାଏବାଏ କରିଛନ୍ତି ରମେଶ । ତେବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳୀୟ…

ଟିକେଟକୁ ନେଇ ବିଜେପିରେ ତେଜୁଛି ଅସନ୍ତୋଷ । ଆଜି ବି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ, ପ୍ରାର୍ଥୀ ପରିବର୍ତନ ଦାବି…

କନକ ବ୍ୟୁରୋ : ଟିକେଟ ବଣ୍ଟନକୁ ନେଇ ବିଜେପିରେ ଅସନ୍ତୋଷ । ଆଜି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ କରିଛନ୍ତି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଛିବା ନେତା ଓ କର୍ମୀ । ହିଞ୍ଜିଳି, ବାଙ୍କୀ ଓ ଜୟଦେବ ନିର୍ବାଚନମଣ୍ଡଳୀରେ କର୍ମୀ ଭୁବନେଶ୍ୱର ଆସି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି…

ଖରାରେ ସିଜୁଛି ସାରା ଓଡିଶା । ଆଗମୀ ୩ ଦିନ ଯାଏଁ ନିସ୍ତାର ନାହିଁ

କନକ ବ୍ୟୁରୋ : ରାଜ୍ୟରେ ପାରଦ ଉପର ମୁହାଁ ରହିଥିବା ବେଳେ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ମଧ୍ୟରେ ରହୁଛି ଆଦ୍ରତା । ଏହା ଆହୁରି ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଓ ମାଲକାନଗିରି ପାଇଁ ୟେଲୋ…

ଶିକ୍ଷା ଅଧିକାର ଆଇନକୁ ବେଖାତିର? ବିଇଓ କାର୍ଯ୍ୟାଳୟ ବାହାରେ ଧାରଣା ଦେଲେ ଅଭିଭାବକ

କନକ ବ୍ୟୁରୋ : ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟ ବାହାରର ଦେଖିବାକୁ ମିଳିଛି ବିକ୍ଷୋଭ ପ୍ରଦର୍ଶନ । ବିଇଓଙ୍କ ଉପରେ ବର୍ଷୁଛନ୍ତି ଅଭିଭାବକ । ରାଇଟ ଟୁ ଏଜୁକେସନ ଆଇନରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଘରୋଇ ବିଦ୍ୟାଳୟରେ ୨୫ପ୍ରତିଶତ ସିଟରେ ନାମ ଲେଖାଇବାର ସୁଯୋଗ ପାଇଲେ । କିଏ କେଉଁଠି…