Daily Archives

February 26, 2024

ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ନଵୀନ ଓଡିଶା ମ୍ୟାଜିକ୍ କାର୍ଡ । ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ।…

କନକ ବ୍ୟୁରୋ: ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡିଶା ମ୍ୟାଜିକ୍ କାର୍ଡ’ । ଏହି କାର୍ଡ ମାଧ୍ୟମରେ ନାନାଦି ସୁବିଧା ସୁଯୋଗ ପାଇପାରିବେ ଛାତ୍ରଛାତ୍ରୀ । ତେବେ ଏହି କାର୍ଡ ପାଇଁ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଥିବାବେଳେ, ଅଗଷ୍ଟ ୧୫…

ରାଉରକେଲାରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? କେଉଁ କେଉଁ ନେତା କରିଛନ୍ତି ଆବେଦନ?

କନକ ବ୍ୟୁରୋ: ରାଉରକେଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ? ଏଥିପାଇଁ କେଉଁ କେଉଁ ନେତା ଆବେଦନ କରିଛନ୍ତି? ଏହାକୁ ନେଇ ଚର୍ଚ୍ଚା ଭିତରେ ସାମନାକୁ ଆସିଛି ରୋଚକ ଖବର । କଂଗ୍ରେସରୁ ଟିକେଟ ପାଇଁ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ରାଉରକେଲା ବିଜେଡିର ତିନି ସକ୍ରିୟ ସଦସ୍ୟ ।…

ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା

କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଆସନରେ ଲଢିବା ପାଇଁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ହାୱାଦେଇଛନ୍ତି । ଜବାବରେ ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳ ଯାହାକୁ…

ମଞ୍ଚ କଳାକାରଙ୍କ ଶେଷ ଯାତ୍ରା: କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ସଡ଼କ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର କଟକ…

କନକ ବ୍ୟୁରୋ: ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ । କେନ୍ଦ୍ରାପଡା ନରଣପୁରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ କଳାକାରଙ୍କ ମୃତ୍ୟୁ ହୋଇଛି । ରିହରସାଲ ସାରି ଫେରୁଥିବାବେଳେ କଳାକାରଙ୍କ ଗାଡି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣ କଳାକାର ପ୍ରାଣ ହରାଇଥବାବେଳେ ୪…

ବିଜେଡି-ବିଜେପି ସଂପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଓଡ଼ିଶା ଗସ୍ତ ବେଳେ ମୋଦୀଙ୍କ ଆଭିମୁଖ୍ୟ, ରାଜ୍ୟସଭା ପାଇଁ…

କନକ ବ୍ୟୁରୋ: ରାଜ୍ୟରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ସମ୍ପର୍କକୁ ନେଇ ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବିଜେପି ପାଖରେ ସଂଖ୍ୟା ନଥାଇ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବା ଓ ବିଜେଡି ସମର୍ଥନ ଜଣାଇବା ଏହି ସମ୍ପର୍କକୁ…

୩୫ ନୂଆ ଏନଏସି ଘୋଷଣା ପରେ ବି ଥମୁନି ଦାବି । ଆଜି ବିଭିନ୍ନ ସ୍ଥାନରେ ତେଜିଲା ଅସନ୍ତୋଷ ।

କନକ ବ୍ୟୁରୋ: ଶନିବାର ୨୦ଟି ଜିଲ୍ଲାର ୩୪ଟି ଛୋଟ ସହରକୁ ଏନଏସି ମାନ୍ୟତା ଓ ରବିବାର ବୀରମହାରାଜପୁରକୁ ଏନଏସି ମାନ୍ୟତା ଦେବା ପରେ, ଅନ୍ୟ ଅଞ୍ଚଳରେ ତେଜିବାରେ ଲାଗିଛି ଅସନ୍ତୋଷ । ଏନଏସି ବା ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବି କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି ।…