Daily Archives

February 25, 2024

ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ଗୋଟିଏ ପଟେ ମନ୍ତ୍ରୀ ଅଶୋକ ପଣ୍ଡା,…

କନକ ବ୍ୟୁରୋ: ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେଡିର ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ଗୋଟିଏ ପଟରେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡା କାରଗିଲ୍ ପଡିଆରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଯେଉଁଥିରେ ମେୟର ସୁଲୋଚନା ଦାସ, ତମାମ ମହିଳା ନେତ୍ରୀଙ୍କ…

ଉଚ୍ଚ ଦରମାର ଚାକିରୀ ଛାଡିଲେ । ସ୍ୱାବଲମ୍ବୀ ହୋଇ ଚାକିରୀ ଦେଲେ । ମୋଦିଙ୍କ ମୁହଁରେ କଳାହାଣ୍ଡି ଦମ୍ପତ୍ତିଙ୍କ ପ୍ରଂଶସା…

କନକ ବ୍ୟୁରୋ: କଳହାଣ୍ଡି ସାଲେଭଟା ଗାଁର ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ । ମୋଦିଙ୍କ ମନ କୀ ବାତରେ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା ପରେ ଚର୍ଚ୍ଚାରେ ଏବେ ଏହି ଦମ୍ପତ୍ତି । ଏମାନେ ବେଙ୍ଗାଲୁୁରୁରେ ଚାକିରୀ କରୁଥିଲେ । କିନ୍ତୁ ଉଚ୍ଚ ଦରମାର ଚାକିରୀକୁ ତୁଚ୍ଛ ମନେ କରିି ଗାଁକୁ ଆସି ନିଜେ…

ବିଜେଡିକୁ ବାଏ ବାଏ କରି ବିଜେପିରେ ଯୋଗଦେଲେ ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ । ଏପଟେ ବିଜେପି ନେତାଙ୍କ ବିଜେଡିରେ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଜୋର ହୋଇଛି ଦଳ ଡିଆଁ ପର୍ବ । ବିଜେପି ଛାଡି ବିଜେଡି, ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ନେତା । ବିଜେପିରେ ସାମିଲ ବିଜେଡି ଓ କଂଗ୍ରେସ ନେତା ବିଜେଡିରେ ମିଶିଲେ ବିଜେପି ନେତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର…

କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ । ଆପାର୍ଟମେଣ୍ଟରେ ବେଧଡକ ପଶୁଛନ୍ତି ଲୁଟେରା । କମିଶନରେଟ୍ ପୋଲିସର ଘନ ଘନ ବୈଠକ…

କନକ ବ୍ୟୁରୋ: ରାଜଧାନର ଆପାର୍ଟମେଣ୍ଟଗୁଡିକୁ ଲୁଟେରା ଟାର୍ଗେଟ କରିବା ପରେ କମିଶନରେଟ ପୁଲିସର ଘନ ଘନ ବୈଠକ । ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ପୁଲିସର ନିଦ ହଜାଇଛି । ରବିବାର ହେଲେ ବି ଆପାର୍ଟମେଣ୍ଟର କର୍ମକର୍ତ୍ତାଙ୍କ ସହ ବୈଠକ କରିଛନ୍ତି ପୁଲିସ କମିଶନର । ଲୁଟେରାଙ୍କୁ ଧରିବାକୁ ଉଦ୍ୟମ…

୨୦ ଜିଲ୍ଲାରେ ୩୪ଟି ନୂଆ ଏନଏସି ଘୋଷଣା ପରେ ତେଜିଲା ଆନ୍ଦୋଳନ । ଲୋଇସିଂହା, ପୁରୁଣା କଟକ ଓ ବୀରମହାରାଜପୁରରେ ୧୨…

କନକ ବ୍ୟୁରୋ: ଲୋଇସିଂହା, ବୀରମହାରାଜପୁର, ପୁରୁଣା କଟକ । ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ଦାବିରେ ଏହି ସବୁ ସ୍ଥାନରେ ହୋଇଛି ଆନ୍ଦୋଳନ । ସୋନପୁର ବୀରମହାରାଜପୁରରେ ଏ ନେଇ କଳାଦିବସ ପାଳନ ହୋଇଛି । ରାଜ୍ୟ ସରକାର ଏନଏସି ମାନ୍ୟତା ନଦେବାରୁ ସ୍ଥାନୀୟ ସଂଗଠନ ସହିତ ରାଜନୈତିକ…

ସମ୍ବଲପୁରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଇଂରେଜ ଶାସନର ଉଦାହରଣ ଦେଇ କଲେ କଟାକ୍ଷ ।…

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଘନଘନ ସମ୍ବଲପୁର ଗସ୍ତ କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଜି ଯୁଯୁମରାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଧୁ ଗଡ଼ତିଆଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଜଂଘା…