Daily Archives

February 17, 2024

ମହାରାଷ୍ଟ୍ରରେ  ହେବ ଏନସିପି ବନାମ ଏନସିପି ଲଢେଇ । ବାରାମତୀ ଆସନରେ ନଣନ୍ଦଙ୍କୁ ଟକ୍କର ଦେବେ ଭାଉଜ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଦାଦା-ପୁତୁର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଶରଦ ପାୱାର ଓ ଅଜିତ ପାୱାରଙ୍କ ମନାନ୍ତର ଏନସିିପିକୁ ଦୁଇଭାଗ କରିଛି । ଗୋଟେପଟେ ଦାଦା-ପୁତୁରା ମୁହାଁମୁହିଁ ଚାଲିଥିବାବେଳେ ଆଗକୁ ସାମ୍ନାସାମ୍ନି ହେବେ ନଣନ୍ଦ-ଭାଉଜ । ପାୱାର ପରିବାରର ଗଢ଼…

ଜୀବନ ନେଇଥାନ୍ତା ମୋବାଇଲ ଗେମ୍ ! ମୋବାଇଲ ଗେମ୍ ପାଇଁ ଆତ୍ମହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଅନୁଗୁଳର ଯୁବକ

କନକ ବ୍ୟୁରୋ: ମୋବାଇଲ୍ ଗେମ୍ ପାଇଁ ନିଜ ବେକ ନିଜେ କାଟି ଗୁରୁୁତର ଭାବେ ଆହତ ହୋଇଛନ୍ତି ଯୁବକ । ଅନୁଗୁଳ ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ହେଲା ଅନଲାଇନ୍ ଗେମ୍ ଖେଳୁଥିଲେ । ଗେମରେ ବାରମ୍ବାର ହାରିଯିବା ପରେ ନିଜର ମାନସିକ ସ୍ଥିତି ହରାଇ ଧାର୍ରୁଆ ଅସ୍ତ୍ରରେ ନିଜ ବେକ କାଟି…

ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଚୂଡାନ୍ତ…

କନକ ବ୍ୟୁରୋ : ନୂଆଦିଲ୍ଲୀରେ ଆରମ୍ଭ ହୋଇଛିି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ । ବୈଠକର ପ୍ରଥମ ଦଳୀୟ ନେତା, ମନ୍ତ୍ରୀଙ୍କୁ ବିଜୟମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ମୋଦୀ କହିଛନ୍ତି ୩୭୦ ଲୋକସଭା ଆସନ ଜିତିବା ବିଜେପି ପାଇଁ ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ଲାଗି ପ୍ରକୃତ…

କଂଗ୍ରେସ କରୁଛନ୍ତି ବିଜେଡି-ବିଜେପି ବାହାଘର । ନିର୍ବାଚନରେ କେତେ ମିଳିବ ଫାଇଦା?

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ଲୋକଙ୍କ ପାଖକୁ ଯିବା ପାଇଁ କଂଗ୍ରେସ ନେତା ଏବେ ସାରା ରାଜ୍ୟରେ ବିଜେପି ସହ ବିଜେଡିର ପ୍ରତୀକାତ୍ମକ ବାହାଘର କରାଉଛନ୍ତି । ବାଲେଶ୍ୱର, ଦିଗପହଣ୍ଡି, ରାୟଗଡାରୁ ଦେଖିବାକୁ ମିଳିଛି…

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ବରିଷ୍ଠ ନେତା କମଲନାଥ । କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀଗସ୍ତ

କନକ ବ୍ୟୁରୋ : କଂଗ୍ରେସକୁ ଲାଗିପାରେ ବଡ ଝଟକା । ଦଳର ବରିଷ୍ଠ ନେତା କମଳନାଥ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ଛିନ୍ଦୱାଡାର ଜରୁରୀ କାର୍ଯ୍ୟକ୍ରମକୁ ବାତିଲ କରି ହଠାତ କମଲନାଥ ଦିଲ୍ଲୀରେ ପହଁଚିବା ଚର୍ଚ୍ଚାକୁ ଅଧିକ ଜୋର କରିଛି । ଅନ୍ୟପଟେ ୨ଦିନ ପୂର୍ବରୁ କମଲଙ୍କ ପୁଅ ତଥା…

ବଲିଉଡ ଗୀତିକାର ଗୁଲଜାର ପାଇବେ ଜ୍ଞାନପୀଠ ପୁରସ୍କାର । ସଂସ୍କୃତ ବିଦ୍ୱାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ…

କନକ ବ୍ୟୁରୋ : ବହୁ ପରିଚିତ ବଲିଉଡ ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାରଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର । ୨୦୨୩ ବର୍ଷ ପାଇଁ ୨ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ଦିଆଯିବ । ଗୁଲଜାରଙ୍କ ସମେତ ତୁଳସୀ ପୀଠର ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଏହି ସମ୍ମାନଜନକ…