Daily Archives

February 15, 2024

ଇଡି ସ୍କାନରରେ ପ୍ରଫୁଲ୍ଲ ସାମଲ । ପ୍ରଭାବଶାଳୀ ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତନ ନିର୍ଦ୍ଦେଶାଳୟ, ୨୦ କୋଟି…

କନକ ବ୍ୟୁରୋ : ନିର୍ବାଚନର ଠିକ ପୂର୍ବରୁ ଇଡି ସ୍କାନରରେ ପ୍ରଭାବଶାଳୀ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରଂ କଲେଜରେ ୨୦ କୋଟିରୁ ଅଧିକ ଟଙ୍କାର ହେରଫେର ଘଟଣାରେ ଭଦ୍ରକର ୬ ଓ ଭୁବନେଶ୍ୱରର ୪ଟି ଏଭଳି ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ତୃତୀୟ ପାର୍ଥୀ ଭାବେ ଦାଖଲ କଲେ ପ୍ରାର୍ଥିପତ୍ର,…

କନକ ବ୍ୟୁରୋ : ବିଜେପିର ସଂସଦୀୟ କମିଟିର ଘୋଷଣା ଅନୁସାରେ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶାରୁ ତୃତୀୟ ପ୍ରାର୍ଥୀଭାବେ ସେ ୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଦଳୀୟ ବିଧାୟକଙ୍କ ସହ ଯାଇ ବିଧାନସଭା…

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇଲେ ସୁପ୍ରିମକୋର୍ଟଙ୍କ ୫…

କନକ ବ୍ୟୁରୋ : ରାଜନୈତିକ ଦଳମାନଙ୍କ ପାଣ୍ଠି ଯୋଗାଡର ମୁଖ୍ୟ ଉତ୍ସ ପାଲଟିଥିବା ଇଲେକ୍ଟୋରାଲ ବଣ୍ଡକୁ ନେଇ ଆସିଛି ସୁପ୍ରିମ ରାୟ । ଏ ସମ୍ପର୍କୀତ ମାମଲାର ଶୁଣାଣି କରି ପାଂଚ ଜଣିଆ ଖଣ୍ଡପୀଠ, ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଚାନ୍ଦା…

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ । ଏମଏସପି ଗ୍ୟାରେଂଟି, ବୋକାରୀ ସମସ୍ୟା ସହ ବିଭିନ୍ନ ଦାବି ନେଇ…

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ । ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏହି ଭାରତବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

କନକ ବ୍ୟୁରୋ : ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ…

ଫେବୃଆରୀ ୧୬ ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ବିଭିନ୍ନ କୃଷକ ସଂଗଠନ

କନକ ବ୍ୟୁରୋ : ଦିଲ୍ଲୀରେ କୃଷକ ଆନ୍ଦୋଳନ ଉଗ୍ରରୂପ ନେଇଥିବା ବେଳେ ଆସନ୍ତା କାଲି ଭାରତ ବନ୍ଦ୍ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ…