Daily Archives

February 13, 2024

ଚୋରୀ ଗ୍ୟାଙ୍ଗ ମିଆଁ ବିବିଙ୍କ ପର୍ଦ୍ଦାଫାଶ କଲା କମିଶନରେଟ ପୁଲିସ। ୫୫ଲକ୍ଷ ଟଙ୍କାର ଫର୍ଚୁନରର ଗାଡିକୁ ମାତ୍ର ୧୫ଲକ୍ଷ…

କନକ ବ୍ୟୁରୋ: ସୁନ୍ଦରୀ ବେଗମ୍ ବିକି କରୁଥିଲେ ଚୋରା ଗାଡି । ୫୫ ଲକ୍ଷ ଟଙ୍କାର ଫର୍ଚୁନରର ଗାଡିକୁ ମାତ୍ର ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ କରିଥିଲେ ଡିଲ୍ । ଆଉ ଏହି କାରନାମାରେ ସହଯୋଗ କରୁଥିଲେ ବାଦଶାହା । ପୁରୁଣା ଗାଡି ବିକ୍ରି ଆଳରେ ଠକେଇ କରୁଥିବା ଚୋରୀ ଗ୍ୟାଙ୍ଗର ମିଆଁ ବିବିଙ୍କ…

କିଏ ଧରିବ ସମ୍ବଲପୁର ବିଜେପିର ମଙ୍ଗ ? ବାପାଙ୍କ ଗଡ ସମ୍ଭାଳିବେ କି ଝିଅ ଶୁଭଶ୍ରୀ ?

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁର ବିଧାନସଭା ଆସନରେ ବିଜେପିର ମଙ୍ଗ କିଏ ଧରିବ ସେ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଆଲୋଚନା ହେଉଛି, ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାଗାରେ ବିଜେପିର ମଙ୍ଗ ଧରିପାରନ୍ତି ଝିଅ ଶୁଭଶ୍ରୀ ମିଶ୍ର । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି…

ରାଜ୍ୟ ସରକାରଙ୍କ ସ୍ୱୟମ ଯୋଜନାକୁ ନେଇ ତେଜିଲା ରାଜନୀତି । ବିଜେପି କହିଲା କେନ୍ଦ୍ର ସରକାରଙ୍କ ଯୋଜନାକୁ କପି କରୁଛନ୍ତି…

କନକ ବ୍ୟୁରୋ: ରାଜ୍ୟ ସରକାର ଘୋଷଣା କରିଥିବା ସ୍ୱୟମ ଯୋଜନାକୁ ନେଇ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଓଡିଶା ସରକାର କପି କରୁଥିବା ବିଜେପି କହିଛି । କଂଗ୍ରେସର ବି ସମାଲୋଚନା କରିଛି । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ ନେଇ ଉତ୍ସାହିତ ଅଛନ୍ତି ଯୁବ ବର୍ଗ ।…

ତେଲେଙ୍ଗାନା ଢ଼ାଞ୍ଚାରେ ଓଡିଶା କଂଗ୍ରେସ ଦେବ ୫ ଗ୍ୟାରେଣ୍ଟି । ଖୁବଶୀଘ୍ର ଓଡିଶା ଆସି ଘୋଷଣା କରିବେ ରାହୁଲ ଗାନ୍ଧୀ ।…

କନକ ବ୍ୟୁରୋ: ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ଯେଉଁ ରଣନୀତି କରି କଂଗ୍ରେସ କ୍ଷମତାକୁ ଫେରିଛି, ସେହି ରଣନୀତି ସହ ଓଡିଶାରେ ଆଗକୁ ବଢ଼ୁଛି ରାଜ୍ୟ କଂଗ୍ରେସ । ପ୍ରଥମେ ଶାସନରେ ଥିବା ବିଜେଡି ଓ ବିଜେପି ମଧ୍ୟରେ ପ୍ରତୀକାତ୍ମକ ବାହାଘର କରିବା ପରେ ଏବେ ୫ ଗ୍ୟାରେଣ୍ଟି ଦେବାକୁ ଯୋଜନା କରୁଛି ଦଳ ।…

ଓଡିଶା ସରକାରଙ୍କୁ ଶିବରାଜ ସିଂ ଚୌହ୍ୱାନଙ୍କ ଟାର୍ଗେଟ । କହିଲେ, ରାଜ୍ୟରେ ଚାଲିଛି ଆଉଟସୋର୍ସିଂ ସରକାର । ନିଜ ବଳରେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହି ବର୍ଷିଛନ୍ତି । ଓଡ଼ିଶାରେ ୮୬% ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାହାନ୍ତି । ତେଣୁ ଏଥର ନିର୍ବାଚନରେ ଦଳ ପୂରା ବଳ ଲଗାଇ ଲଢ଼ିବ ଓ ଜିତିବ ।…

+୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । ମିଳିବ ଛାତ୍ରବୃତ୍ତି ଓ ମ୍ୟାଜିକ୍ କାର୍ଡ । ଉପକୃତ ହେବେ ପ୍ରାୟ ୫…

କନକ ବ୍ୟୁରୋ: ଏଣିକି ଯୁକ୍ତ-୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ’ ଛାତ୍ରବୃତ୍ତି । ଛାତ୍ରୀ ମାନଙ୍କୁ ବୃତ୍ତି ଆକାରରେ ବାର୍ଷିକ ୧୦ହଜାର ଏବଂ ଛାତ୍ର ମାନଙ୍କୁ ବୃତ୍ତି ଆକାରରେ ୯ହଜାର ଟଙ୍କା ମିଳିବ । ସେହିପରି ଆସନ୍ତା ଅଗଷ୍ଟ ମାସ ସୁଦ୍ଧା, ଛାତ୍ରଛାତ୍ରୀଙ୍କୁ ନୂଆ-ଓ’ ମ୍ୟାଜିକ…