Daily Archives

February 10, 2024

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ସିଏଏ

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହୋଇପାରେ ସିଏଏ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ ହେବା ଏକପ୍ରକାର ନିଶ୍ଚିତ । ଦୀର୍ଘଦିନ ହେବ ଏହା ଆଇନରେ ପରିଣତ…

କଂଗ୍ରେସରେ ମିଶିରେ ମନୋଜ ମିଶ୍ର । ହାତ ଧରିଲେ ଅଭିନେତା

କନକ ବ୍ୟୁରୋ : ଅଭିନେତାରୁ ରାଜନେତା ବନିଛନ୍ତି ମନୋଜ ମିଶ୍ର । ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ମନୋଜ ମିଶ୍ର । କଂଗ୍ରେସରେ ସାମିଲ ହେବା ପରେ ମନୋଜ ମିଶ୍ର…

ସଂସଦରେ ରାମମନ୍ଦିର ଧନ୍ୟବାଦ ପ୍ରସ୍ତାବ ଆଗତ ସହ କରାଗଲା ଚର୍ଚ୍ଚା । ଆନ୍ଦୋଳନଠୁ ପ୍ରାଣ ପ୍ରତିଷ୍ଠା ଉପରେ ଶାହାଙ୍କ…

କନକ ବ୍ୟୁରୋ: ବଜେଟ ଅଧିବେଶନ ଶେଷ ଦିନରେ ରାମମନ୍ଦିର ପ୍ରସଙ୍ଗରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ରାମମନ୍ଦିର ନିର୍ମାଣ ଓ ବାଳକରାମଙ୍କ ପ୍ରାଣପ୍ରତିଷ୍ଠା ଉପରେ ଚର୍ଚ୍ଚା କରାଯାଇଛି । ଉଭୟ ବିରୋଧୀ ଓ ଶାସକ ଏନେଇ ନିଜର ସମ୍ବୋଧନ ରଖିଛନ୍ତି । ସରକାର କହିଛନ୍ତି, ରାମ ଯେଉଁଠି, ଧର୍ମ ସେଇଠି…

ଢେଙ୍କାନାଳ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳ ଇଟାଭାଟିରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ…

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳରେ ବେଆଇନ ଇଟାଭାଟିରେ ବଡ ଅଘଟଣ । କମଳାଙ୍ଗ ଗାଁର ଅଘଟଣ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଇଟାଭାଟି ଜଳୁଥିବା ବେଳେ ଇଟାଭାଟି ଉପରେ ଶୋଇବାକୁ ଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି…

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ବିବାହ ମଣ୍ଡପ । ବରଯାତ୍ରୀରେ ଆସି, ଗହଳି ଦେଖି ଲୁଟି ନେଉଛନ୍ତି ଉପହାର ଓ ଟଙ୍କା…

କନକ ବ୍ୟୁରୋ : ସ୍ମାର୍ଟ ସିଟିର ସ୍ମାର୍ଟ ଚୋର । ଆଖି ପିଛୁଳାକେ ସୁନା ଟଙ୍କା ଗାଏବ । ଗ୍ୟାଙ୍ଗର ନାଁ ଛୋଟେ ମିଆଁ ବଡେ ମିଆଁ । ଟିକିଏ ଭଲ କରି ଦେଖନ୍ତୁ ଏହି ଫୁଟେଜକୁ । ଚାଲିଥିଲା ଝିଅ ବାହାଘର । ବରଯାତ୍ରୀ ସହ ମଣ୍ଡପରେ ପହଂଚିଲେ ବର । ଝିଅଙ୍କୁ ମିଳିଥିବା ଗିଫ୍ଟ, ସୁନା ହାର ମୁଦି, ଚୁଡି…

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା । କଡ଼ା ନିଷ୍ପତି ନେଲା ମାଧ୍ୟମିକ ଶିକ୍ଷା ପରିଷଦ, ଆପତି ଉଠାଇଲେ…

କନକ ବ୍ୟୁରୋ : ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ସଂଗୀନ ଘଟଣାକୁ ରୋକିବା ପାଇଁ ପଦକ୍ଷେପ…