ଆମେରିକା ଫ୍ଲୋରିଡାରେ ଅଘଟଣ । ଚଳନ୍ତା କାରକୁ ଚାଟାର୍ଡ ବିମାନର ଧକ୍କା, ୨ଜଣ ମୃତ, ୪ରୁ ଅଧିକ ଆହତ

138

କନକ ବ୍ୟୁରୋ : କାର ସହ ବିମାନ ଦୁର୍ଘଟଣା । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଚାର୍ଟାଡ ବିମାନ । ଘଟଣା ଆମେରିକା ଫ୍ଲୋରିଡାର । ଜରୁରୀ ଅବତରଣ ସମୟରେ ଚାଟାର୍ଡ ବିମାନ ରନୱେ ବଦଳରେ ରାସ୍ତାରେ ଓହ୍ଲାଇବା ଯୋଗୁଁ ବଡ ଦୁର୍ଘଟଣା ଘଟିଛି । ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।