Daily Archives

February 8, 2024

କୁବେର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଇଡିର ସମନ । ଶନିବାର ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଂଗ୍ରେସର କୁବେର ନେତା ଧୀରଜ ସାହୁଙ୍କୁ ସମନ କଲା ଇଡି । ହେମନ୍ତ ସୋରେନଙ୍କ ଦିଲ୍ଲୀ ଘରୁ ଜବତ ବେନାମୀ ବିଏମଡବ୍ଲ୍ୟୁ କାର ଲିଙ୍କରେ ସମନ ହୋଇଛି  । ଡିସେମ୍ବର ମାସରେ ଆୟକର ବିଭାଗ ଧୀରଜଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଓଡିଶା ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ୩୫୦…

ୟୁପିଏ ସରକାରର କାର୍ଯ୍ୟକାଳକୁ ତୁଳନା କରି ମୋଦୀ ସରକାର ଜାରି କଲେ ଶ୍ୱେତପତ୍ର । ଅନ୍ୟାୟର କାଳ ମୋଦୀ ସରକାରର…

କନକ ବ୍ୟୁରୋ : ମୋଦୀ ସରକାରର ୧୦ ବର୍ଷର କାର୍ଯ୍ୟକାଳ ଅନ୍ୟାୟର କାଳ । ଏଥିପାଇଁ ଏକ ବ୍ଲାକ ପେପର ଜାରି କରିଛି କଂଗ୍ରେସ । ଚଳିତ ଅଧିବେଶନରେ ମୋଦୀ ସରକାର ଶ୍ୱେତ ପତ୍ର ଜାରି କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାରକୁ ଟାର୍ଗେଟ କରି…

ପ୍ରଧାନମନ୍ତ୍ରୀ ଓବିସି ନହଁନ୍ତି ସାଧାରଣ ବର୍ଗର । ଝାରୁସଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ…

କନକ ବ୍ୟୁରୋ : ଝାରସୁଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସାରା ଦେଶରେ ଜାତିଗତ ଜନଗଣନା କରିବାକୁ ଦାବି କରୁଛି । କିନ୍ତୁ ମୋଦୀ ସରକାର ଜାତିଗତ ଜନଗଣନାକୁ ନା କହିବା ପଛର କାରଣ କହିଛନ୍ତି ୱାଏନଡ ସାଂସଦ ।…

ବିହାରରେ ଡିମାଣ୍ଡ ଭୁବନେଶ୍ୱର ଗଞ୍ଜେଇ । ଧରା ହେଲେ ୫ ବିହାରୀ ଦଲାଲ

କନକ ବ୍ୟୁରୋ : ଆକ୍ସନ ମୋଡରେ ଭୁବନେଶ୍ୱର ଅବକାରୀ ବିଭାଗ । ସାବାଡ ହେବେ ମଦ, ଗଞ୍ଜେଇ ମାଫିଆ ଆଉ ଡ୍ରଗ ଡିଲର । ନିଶା କାରବାରରେ ଲିପ୍ତ ଏହି ଦଲାଲଙ୍କରୁ ଭୁବନେଶ୍ୱର ଅବକାରୀ ବିଭାଗର କଡା ଚେତାବନୀ । ଗଳି କନ୍ଦିରେ ଧଳା ଜହର କାରବାର ହେଉ ଅବା ସାହି, ସାହିରେ ମଦ ଗଞ୍ଜେଇ କାରବାର ।…

୨୨ ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରୁ ହଟିଲା ଅଂକୁଶ । ଗୋବିନ୍ଦ ଭୁୟାଁ, ଅର୍ଚ୍ଚନା ନାୟକ ଓ ସଦାଶିବ ଦାସ…

କନକ ବ୍ୟୁରୋ : ଓଡିଆ ସାହିତ୍ୟ ଜଗତ ସହ ଜଡିତ ବ୍ୟକ୍ତି ହୁଅନ୍ତୁ ଅବା କବିତାକୁ ଭଲ ପାଉଥିବା ବ୍ୟକ୍ତି କବି ସଦାଶିବ ଦାଶଙ୍କ କବିତା ତ ନିଶ୍ଚୟ ପଢିିଥିବେ । ତାଙ୍କ ରଚିତ ପ୍ରେମିକା ପ୍ରେମିକା କବିତା ପୁସ୍ତକ ୨୦୦୦ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।…

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ପରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଅନଶନ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଷ୍ଟାଇପେଣ୍ଡ…

କନକ ବ୍ୟୁରୋ : ଆନ୍ଦୋଳନରେ ପ୍ରାଣୀ ଚିକିତ୍ସିକ । ରୋଗରେ ଷଢୁଛନ୍ତି ପଶୁ ପକ୍ଷୀ । ରାଜ୍ୟର ପଶୁ ଡାକ୍ତରମାନେ ଦୀର୍ଘଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ପୋଷା କୁକୁର ଅସୁସ୍ଥ ହେବାରୁ…