Daily Archives

February 5, 2024

କାହିଁକି ବାରମ୍ବାର ଅଘଟଣ ଘଟାଉଛି ‘ମୋ ବସ୍’: ମୋ ବସ୍ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ?

କନକ ବ୍ୟୁରୋ: ରାଜଧାନୀରେ ନିୟମ ମାନୁନି ମୋ ବସ୍ । ଗତକାଲି ରାତିରେ ଭୁବନେଶ୍ୱର ପଟିଆ ଛକରେ ମୋ ବସ ଦୁର୍ଘଟଣାରେ ଜଣେ ଗୁରୁତର ହେବା ପରେ ଏଭଳି ପ୍ରଶ୍ନ ଉଠିଛି । ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଚାଲିଯାଉଥିବାବେଳେ ଲୋକେ ଗାଡିକୁ ଅଟକାଇ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୁଲିସ ସହ…

ବ୍ୟାଙ୍କରୁ ଜମାକାରୀଙ୍କ ଟଙ୍କା ଗାଏବ୍! ଅଭିଯୋଗ ପରେ ବଢ଼ିଲା ଭିଡ଼

କନକ ବ୍ୟୁରୋ: ଲୋକେ ନିଜକ କଷ୍ଟ ଅର୍ଜିତ ଧନକୁ ବ୍ୟାଙ୍କରେ ରଖିଥିଲେ । କିନ୍ତୁ ଧୋକା ଦେଲା ବ୍ୟାଙ୍କ୍ । ଜମାକାରୀଙ୍କ ଖାତାରୁ କୋଟିଏରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ବ୍ୟାଙ୍କ କର୍ମଚାରୀ । କେନ୍ଦ୍ରାପଡା ସିଙ୍ଗରି ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ଆସିଛି ଏଭଳି ଠକେଇର କାହାଣୀ । ଆଉ ଟଙ୍କା ଗାଏବ…

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ୨୦୩୬ରେ ଓଡିଶା ‘ନବ ଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନାରେ ଭାଗ ନେଲେ ଫାଇଭ-ଟି…

କନକ ବ୍ୟୁରୋ: ଓଡିଆ ଜାତିର ଅସ୍ମିତାର ପ୍ରତୀକ ଓଡିଆ ଭାଷାର ମହାକୁମ୍ଭ, ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ଆଣିଛି ନୂଆ ସମ୍ଭାବନା । ଏହି ସମ୍ମିଳନୀ ଯୁବପିଢ଼ିଙ୍କୁ ଯୋଡିଛି । ଯାହାକି ଓଡିଆ ଭାଷାର ପ୍ରଚାର, ପ୍ରସାର କ୍ଷେତ୍ରରେ ମାର୍ଗଦର୍ଶନରେ ସହାୟକ ହେବ ବୋଲି କୁହାଯାଉଛି । ସମ୍ମିଳନୀର…

ସୁନ୍ଦରଗଡରେ ନିର୍ବାଚନ ବିଗୁଲ ଫୁଙ୍କିବେ ରାହୁଲ: ଓଡିଶାରେ ନ୍ୟାୟ ଯାତ୍ରା ପାଇଁ ଜୋସରେ କଂଗ୍ରେସ

କନକ ବ୍ୟୁରୋ: କାଲି ଓଡିଶାରେ ପଂହଚିବ ଭାରତ ଯୋଡେ ନ୍ୟାୟ ଯାତ୍ରା । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ ପଂହଚିବେ ରାହୁଲ ଗାନ୍ଧି । ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ ୩ ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା…

ରାଜ୍ୟପାଳଙ୍କ ଅଭିଭାଷଣରେ ସଫଳତାର ଗୋଲାପୀ ଚିତ୍ର: ପ୍ରତିବାଦରେ କକ୍ଷତ୍ୟାଗ କଲେ କଂଗ୍ରେସ ବିଧାୟକ

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରି ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶ୍ରୀମନ୍ଦିର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପକୁ ସେ ପ୍ରଂଶସା କରିଛନ୍ତି । ଅଭିଭାଷଣ ନେଇ ବିରୋଧୀ ପ୍ରତିକ୍ରିୟା ରଖି…

ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ପ୍ରତି ୫ ବର୍ଷରେ ଓଡିଆ ଭାଷା ସମ୍ମିଳନୀ ହେବା ନେଇ କହିଲେ…

କନକ ବ୍ୟୁରୋ: ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱରର ଜନତା ମୈଦାନରେ ଶନିବାରଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହା ଆଜି ସରିବାର ଥିଲେ ବି ଏହାକୁ ଆଉ ୩ ଦିନ ବଢାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି…