Daily Archives

February 2, 2024

ପେଟିଏମ ୟୁଜର୍ସଙ୍କ ଦ୍ୱନ୍ଦ୍ୱ ଦୂର କଲେ କମ୍ପାନୀ ସିଇଓ । ବିଜୟ ଶେଖର ଶର୍ମା କହିଲେ କରନ୍ତୁନି ଚିନ୍ତା, ୨୯ ପରେ ବି…

କନକ ବ୍ୟୁରୋ : ପେଟିଏମ୍ ପେମେଂଟସ୍ ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଫେବୃଆରୀ ୨୯ ପରଠାରୁ ପେଟିଏମ୍ ଗ୍ରାହକଙ୍କ ଠାରୁ ଜମା ସଂଗ୍ରହ କରିପାରିବ ନାହିଁ କି ରଣ କାରବାର ମଧ୍ୟ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପେଟିଏମ ବ୍ୟାଙ୍କରେ ଥିବା ଟଙ୍କାକୁ…

ପୁଣି ଥରେ ଇଡି ସମନକୁ କେଜ୍ରିୱାଲଙ୍କ ବେଖାତିର । ପଂଚମଥର ପାଇଁ ଡକାଯାଇଥିଲେ ବି ଜେରା ପାଇଁ ପହଁଚିଲେନି ଦିଲ୍ଲୀ…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସମନ ପାଇବା ସତ୍ୱେ ଇଡି ନିକଟରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ୫ମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଇଡିର ସମନ । ତେବେ ଏହାକୁ ବେଆଇନ କହି କେଜ୍ରିୱାଲ ଜେରା ପାଇଁ ଇଡି ନିକଟରେ ହାଜର ହେବେନି ବୋଲି ଆମ…

୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରନ । ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୋରେନଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

କନକ ବ୍ୟୁରୋ : ଝାଡ଼ଖଣ୍ଡ ରାଜନୈତିକ ହଟଚମଟ ଭିତରେ ନୂଆ ସରକାର ଗଠନ ହୋଇଛି । ତଥାପି ଟଳିନି ସଙ୍କଟ । ଇଡି ରିମାଣ୍ଡରେ ହେମନ୍ତ ସୋରେନ, ସେପଟେ ଚମ୍ପାଇ ସୋରେନଙ୍କ ହାତରେ ଝାଡ଼ଖଣ୍ଡ ଦାୟିତ୍ୱ । ଏହା ଭିତରେ ମହାମେଂଟ ସରକାରକୁ ଘାରିଛି ଘୋଡ଼ା ବେପାର । ସ୍ଥିତିକୁ ଦେଖି ହାଇଦ୍ରାବାଦକୁ ଯାଉଛନ୍ତି…

କାଳିଆ ପାଇଁ କଳାଜିରା ଚାଉଳ: ପ୍ରସ୍ତୁତ ହେବ ମହାପ୍ରସାଦ! ଶାବର କ୍ଷେତ୍ରରୁ ଆସିଲା ଶ୍ରୀମନ୍ଦିର

କନକ ବ୍ୟୁରୋ: ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଆସିଲା କଳାଜିରା ଚାଉଳ । ଜୈବିକ ପଦ୍ଧତିରେ ତିଆରି ହୋଇଥିବା କଳାଜିରା ମହାପ୍ରଭୁଙ୍କ କୋଠଭୋଗରେ ସାମିଲ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରି ଏହି ସୁଗନ୍ଧିତ ଚାଉଳ…

ପରଲୋକରେ ସାଧୁ ମେହେର: ୮୪ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ

କନକ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସିନେମା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇ ସ୍ଥିତି ବାସଭବନରେ ଦେହାନ୍ତ ହୋଇଛି । ଏକାଧିକ ଜାତୀୟ ପୁରସ୍କାର ସହ ପ୍ରଣବ ମୂଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ୨୦୧୧ରେ ସାଧୁ…

କ୍ୟାନସର ବିରୋଧରେ ଏକାଠି ହେଲେ ଯୋଦ୍ଧା: ଭୟ ନୁହେଁ ସଜାଗ କହିବାକୁ ଦେଲେ ବାର୍ତ୍ତା

କନକ ବ୍ୟୁରୋ: କ୍ୟାନସର ହୋଇଛି ବୋଲି ଡାକ୍ତରଙ୍କଠୁ ଶୁଣିଲା ମାତ୍ରକେ ଅନେକଙ୍କ ପାଦ ତଳୁ ମାଟି ଖସିଯାଏ । ଜୀବନ ଏଇଠି ସରିଗଲା ବୋଲି ଅନେକ ଭାବିନିଅନ୍ତି । ବନ୍ଧୁ ପ୍ରିୟଜନ ବି ସମ୍ପର୍କ ତୁଟାଇଦିଅନ୍ତି । ଏଥିପାଇଁ କ୍ୟାନସର ହେବା ପରେ ଅନେକ ଲୁଚାଇଥାନ୍ତି । କିନ୍ତୁ ଭୟ ନକରି କ୍ୟାନସର…