Daily Archives

February 1, 2024

ଜେଲରେ କଟିବ ହେମନ୍ତ ସୋରେନଙ୍କ ଆଜି ରାତି । ଦୁର୍ନୀତି ମାମଲାରୁ ଶୁଣାଣୀ କରି ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇଲେ…

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଜି ଜେଲରେ ବିତିବ ହେମନ୍ତଙ୍କ ରାତି । କୋର୍ଟରୁ ତାଙ୍କୁ ସିଧା ବିର୍ସା ମୁଣ୍ଡା ଜେଲକୁ ନିଆଯାଇଛି । ବୁଧବାର ରାତିରେ ଇଡି…

ବିର୍ସା ମୁଣ୍ଡା ଜେଲରେ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି କରିଛି ଗିରଫ

କନକ ବ୍ୟୁରୋ : ବିର୍ସା ମୁଣ୍ଡା ଜେଲ୍ ଗଲେ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଫସିବା ପରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି । ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ…

ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ

କନକ ବ୍ୟୁରୋ : ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା । ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ସ୍ୱଚ୍ଛତାକୁ ନେଇ ପୁରସ୍କୃତ ହୋଇଥିବା ସହରରେ ଦ୍ରୁ୍ଗନ୍ଧ ପାଇଁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ସହର ଭିତରେ ଗାଡକଣ ଡ଼ମ୍ପିଂୟାର୍ଡ଼ର ର୍ଦୁଗନ୍ଧ କାରଣରୁ ହନ୍ତସନ୍ତ ହେଉଥିଲେ…

୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା,…

କନକ ବ୍ୟୁରୋ : ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ । ଏଭଳି କିଛି ଆହ୍ୱାନ ଦେଇ ଫେବୃଆରି ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶାଳ ଆୟୋଜନ । ଓଡିଆ ଭାଷା, ସଂସ୍କୃତିର ଗୌରବମୟ ଇତିହାସକୁ ମନ୍ଥନ…

ରାଜଧାନୀ ରାତିର କିଲର କାର । ସାମନାକୁ ଆସିଲା ଗାଡି ଧକ୍କାର ଛାତି ଥରା ଦୃଶ୍ୟ,ସିରଜ୍ ଦୁର୍ଘଟଣା ଘଟାଇ ୨ କିଲୋମିଟର…

କନକ ବ୍ୟୁରୋ : କିଟ ରୋଡ,ରଲଟି ଛକ । ଯମଦୂତ ଭଳି ମାଡି ମାଡି ଚାଲିଥାଏ କାର । ହୋଣ୍ଡା କାରଟିର ବେଗ ଦେଖି ବାଟ ଛାଡି ଦେଇଥିଲେ ରାସ୍ତାରେ ଯାଉଥିବା ଲୋକେ । ଯିଏ ଯୁଆଡେ ପାରିଲା ଛିନଛତ୍ର ହୋଇ ଦୌଡୁଥିଲେ । ରାଜଧାନୀରେ ଆତଙ୍କ ଖେଳାଇଥିବା ଏହି ରକ୍ତମୁଖା କାରଟି ୟୁପି ଆରଟିଓ ରେଜିଷ୍ଟ୍ରେସନ…

କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା…

କନକ ବ୍ୟୁରୋ : କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ନେତାଙ୍କ ଚାରିପାଖେ ବୁଲି କିମ୍ବା ଲବି କରି ଟିକେଟ ଆଶା ରଖିଲେ ମିଳିନପାରେ କଂଗ୍ରେସ ଟିକେଟ । କାରଣ ଟିକେଟ ବଂଟନରେ ସ୍ୱଛତା ଆଣିବା ପାଇଁ ଏଆଇସିସି ସ୍କ୍ରିନିଂ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛିି ।…