Daily Archives

January 14, 2024

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁରପୂଜନ ସହ ଆଜି ଯଜ୍ଞାଧିବାସ ଓ…

କନକ ବ୍ୟୁରୋ: ଯଜ୍ଞମଣ୍ଡପ ପ୍ରସ୍ତୁତ, ପରିକ୍ରମା ମାର୍ଗ ବି ପ୍ରସ୍ତୁତ । ମଝିରେ ଆଉ ମାତ୍ର ଦୁଇ ଦିନ । ପୌଷ ଶୁକ୍ଳ ସପ୍ତମୀ ତିଥିରେ, ୧୭ ତାରିଖରେ ଭବ୍ୟ, ଦିବ୍ୟ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ…

କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା ।

କନକ ବ୍ୟୁରୋ: କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା । ଯେଉଁଠି ଲାଗିଛି ଅନେକ କିସମର ଫୁଲ ଗଛ । ଆଉ ତା ସାଙ୍ଗକୁ ଭିଳି କି ଭଳି ପନିପରିବା । ବାଲେଶ୍ୱର କମର୍ଦା ଅଞ୍ଚଳର ବାସିନ୍ଦା ହେଉଛନ୍ତି ପ୍ରଦୀପ ମହାନ୍ତି । ପ୍ରଦୀପ ନିଜ ଛାତ ଉପରେ କରିଛନ୍ତି ଏହି ମିନି…

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ । ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଏବେଠୁ ଲାଗିଲାଣି ଭିଡ

କନକ ବ୍ୟୁରୋ: ଅଟ୍ରିରେ ମକର ମେଳା ନେଇ ପ୍ରସ୍ତୁତି ଶେଷ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ହେଉଛି ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠ । ମକର…

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଅସାଧୁ କର୍ମଚାରୀଙ୍କ ଶୋଷଣ । ରୁଗଣ୍ ଗାଈ ଦେଇ ଠକିଥିବା ଅଭିଯୋଗ 

କନକ ବ୍ୟୁରୋ: ମିଶନ ଶକ୍ତି ଏବଂ ଜୀବିକା ମିଶନ୍ ମାଧ୍ୟମରେ ସରକାର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ମହିଳା ମାନେ ସଶକ୍ତ ହେବା ବଦଳରେ ଶୋଷଣର ଶିକାର ହେଉଛନ୍ତି,…

ଥମୁନି ଦାଦନ ଯନ୍ତ୍ରଣା । ପରିବାର ପେଟ ପୋଷିବାକୁ ବେଙ୍ଗାଲୁରୁ ଯାଇ ଯୁବକ ନିଖୋଜ

କନକ ବ୍ୟୁରୋ: ଥମୁନି ଦାଦନ ଯନ୍ତ୍ରଣା । ପୁଣି ଏକ ଦାଦନର କାହାଣୀ ଆସିଛି ସାମନାକୁ । ପରିବାର ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଥିଲା ଘରର ରୋଜଗାରିଆ ପୁଅ । ବେଙ୍ଗାଲୁରୁରେ କିଛି ଦିନ କାମ କରିବା ପରେ ନିଖୋଜ ହୋଇଯାଇଛନ୍ତି ବାଲେଶ୍ୱର ବାହାନଗା ପଥରପେଣ୍ଠ ଗାଁର ଭାସ୍କର ଚନ୍ଦ୍ରରାଜ । ପୁଣି…

ସମସ୍ୟା ଘେରରେ ଗାଁ । ଯିବା ଆସିବା କରିବାକୁ ନାହିଁ ରାସ୍ତା । ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଦୂଷିତ…

କନକ ବ୍ୟୁରୋ: ସମସ୍ୟା ଘେରରେ କଙ୍କଡାହାଡ଼ ଗଣ୍ଡିଖୋଲ ଗାଁ । ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ବି ମିଳୁନି । ସେହିଭଳି ଗାଁରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଭଲ ରାସ୍ତାନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି ।…