Daily Archives

January 14, 2024

ଅଙ୍ଗନବାଡ଼ି କର୍ମୀ ବୈଶାଳୀ ପାଣ୍ଡେଙ୍କ କେମିତି ହେଲା ମୃତ୍ୟୁ? ପୁରୀ ଯିବା କହି ଘରୁ ବାହାରିଥିଲେ, ବ୍ରହ୍ମପୁରରେ…

କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ବୈଶାଳୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଓୟୋ ହୋଟେଲରେ ସେଇ କାଳରାତିରେ କଣ ଘଟିଥିଲା, ତାହା ଜଣାପଡ଼ୁନାହିଁ । ପୁରୀ ଯିବାକୁ କହି ଘରୁ ବାହାରିଥିଲେ ଓ ଫେରିଆସିବେ ବୋଲି ଫୋନ୍ରେ କହିଥିଲେ । କିନ୍ତୁ ଏକ ଘଂଟା ଭିତରେ ଏମିତି କଣ ଘଟିଲା ଯେ, ବୈଶାଳୀଙ୍କ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, ବିଜେଡି କଲା କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ…

କନକ ବ୍ୟୁରୋ: ଓଡ଼ିଶାରେ କିଏ ନେବ ୨୪ରେ ଶପଥ । ତାକୁ ନେଇ ଏବେ ଚାଲିଛି ତର୍କ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତକାଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ୨୪ରେ ବିଜେପି ଜିତିବି ଓ ଶପଥ ଗ୍ରହଣ ଉତ୍ସବରେ ସେ ସାମିଲ ହେବେ । ଏହାକୁ କଟାକ୍ଷ କରି ବିଜେଡି କହିଛି ୨୪ରେ ନବୀନ ଶପଥ ନେବେ ଓ…

ହାର ମାନିନାହାନ୍ତି ଗୋଲାମୁଣ୍ଡାର ଝିଅ । ଦି’ଓଳି ଖାଇବାକୁ ସଂଘର୍ଷ କରୁଥିବା ବୀଣା ମାଝି ଏବେ ଓଡ଼ିଶା ଦୃଷ୍ଟିବାଧି୍ତ…

କନକ ବ୍ୟୁରୋ: ଭାଗ୍ୟର ଦିଗ କେତେବେଳେ ବଦଳିଯିବ, କିଏ ବା କହିପାରିବ । ବାପା, ମାଆଙ୍କୁ ହରାଇ ସାରିଥିବା ଜଣେ ଝିଅ, ଭାଇ ଭଉଣୀଙ୍କୁ ନେଇ ଦୁଇ ଓଳି ଖାଇବା ପାଇଁ ବି ସଂଘର୍ଷ କରୁଥିଲେ, ହେଲେ ଆଜି ସେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ଦଳର ପରିଚିତ ଅଲରାଉଣ୍ଡର । ବିଫଳତାର ବାହାନା ପାଇଁ…

ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା: ମଣିପୁରରୁ ମୁମ୍ବାଇ, ୬ହଜାର କିଲୋମିଟରରୁ…

କନକ ବ୍ୟୁରୋ: ଦୀର୍ଘ ଦିନ ପରେ ପୁଣି ମଇଦାନକୁ ଓହ୍ଳାଇଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡ଼ ଯାତ୍ରାର ପ୍ରଭାବୀ ସଫଳତା ପରେ ଏବେ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ । ଦୀର୍ଘ ସମୟ ଧରି ମହିଳା ନିର୍ଯାତନାକୁ ନେଇ ବିବାଦରେ ରହିଥିବା ମଣିପୁରରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ସେପଟେ ଏହି…

ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଆସନ୍ତା ଜାନୁଆରୀ…

କମ୍ବଳ ତଳେ ବ୍ୟବସାୟୀଙ୍କ ଶବ । ସନ୍ଦିଗ୍ଧ ମହିଳାଙ୍କୁ ନେଇ ବଢିଲା ସସପେନ୍ସ! ବିଶ୍ୱଜିତଙ୍କ ସହ ରହୁଥିବା ମହିଳା କିଏ?

କନକ ବ୍ୟୁରୋ: କେମିତି ହେଲା ବ୍ୟବସାୟୀଙ୍କ ମୃତ୍ୟୁ? ଯଦି ହତ୍ୟା ତେବେ ହତ୍ୟା ପଛରେ କିଏ? ଭୁବନେଶ୍ୱର ଉପକଣ୍ଠ ବାଲି୍ଅନ୍ତା ଥାନା ସାଗୁଆ ଗାଁରେ କମ୍ବଳ ତଳେ ମିଳିଛି ବ୍ୟବସାୟୀ ବିଶ୍ୱଜିତ ନାୟକଙ୍କ ମୃତ । କୁହାଯାଉଛି ଘରେ ଥିବା ମହିଳା, ବିଶ୍ୱଜିତଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛନ୍ତି । ସେ…