Daily Archives

January 13, 2024

ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣାରେ ପୁଲିସକୁ ବଡ ସଫଳତା । ୧୧ ଦିନ ପରେ ହରିଆଣାର ଟୋହାନା କେନାଲରୁ…

କନକ ବ୍ୟୁରୋ : ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଲରୁ ମିଳିଛି । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ…

ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ…

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ଚାଲିଛି ସୀମା ବିବାଦ । ଏହା ଭିତରେ ପୁଣି ଥରେ ଭାରତ ବଡ଼ ବୟାନ ଜାରି କରିଛି । ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଚୀନ ପ୍ରତି ଭାରତର ଆଭିମୁଖ୍ୟ କଣ ସେକଥା ପୁଣି ସ୍ପଷ୍ଟ କରିଛନ୍ତି । ବୈଦେଶିକମନ୍ତ୍ରୀ କହିଛନ୍ତି ସୀମା ବିବାଦ ପାଇଁ ଚୀନ ଦାୟୀ…

ଖୋଲୁଛି ଅଭଦ୍ର ଜ୍ୟୋତିଷର ପାପ ପେଡ଼ି: ଲବଙ୍ଗ ଦେଇ ଲୁଟିଛି ଭଦ୍ରକରୁ ଭୁବନେଶ୍ୱର

କନକ ବ୍ୟୁରୋ: ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଛି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର ଭାବେ ବ୍ୟବହାର କରି ବିଭିନ୍ନ ଭିଡିଓ ପୋଷ୍ଟ କରୁଥିଲା । ମହିଳା ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି…

ତେଜୁଛି କଂଗ୍ରେସ-ଟିଏମସି ବିବାଦ । ମମତାଙ୍କୁ ଅହଂକାରୀ, ବିଶ୍ୱଘାତକ କହିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ

କନକ ବ୍ୟୁରୋ : କଥା କଟାକଟି, ବୟାନବାଜୀ, ଆରୋପପ୍ରତ୍ୟାରୋପ । ଏହା ଭିତରେ ଏବେ ତେଜିଛି ଟିଏମସି ଓ କଂଗ୍ରେସ ବିବାଦ । ଆସନ ଭାଗବଂଟାକୁ ନେଇ ଗୋଟେ ପଟେ ଦିଲ୍ଲୀରେ ଇଣ୍ଡିଆ ମେଂଟର ବୈଠକ ବସିଥିବାବେଳେ ଅନ୍ୟପଟେ ଟିଏମସି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିରରଂଜନ ଚୌଧୁରୀ । ଟିଏମସି ମୁଖିଆ…

ଇଣ୍ଡିଆମେଂଟ ବୈଠକରେ ବଡ ଫଇସଲା । ମନା କଲେ ନୀତୀଶ, ମଙ୍ଗ ସମ୍ଭାଳିବେ ମଲ୍ଲିକାର୍ଜୁନ

କନକ ବ୍ୟୁରୋ : ଶେଷ ହୋଇଛି ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବୈଠକରେ ମେଂଟ ବଡ ନିଷ୍ପତି ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁସାରେ ଯାଚିବା ପରେ ବି ମେଂଟର ସଂଯୋଜକ ହେବାକୁ ମନା କରି ଦେଇଛନ୍ତି ନୀତୀଶ କୁମାର । ପ୍ରସ୍ତାବକୁ ପ୍ରତ୍ୟାଖାନ କରି ନୀତୀଶ କହିଛନ୍ତି ସେ କୌଣସି…

କର୍ପୋରେଟରଙ୍କୁ ପୁଲିସର ମାଡ: ପ୍ରାୟ ଦେଢଘଂଟା ଘଂଟା ପାଇଁ ଭୁବନେଶ୍ୱର ଜାମ୍

କନକ ବ୍ୟୁରୋ: କର୍ପୋରେଟରଙ୍କୁ ପୁଲିସର ଥାର୍ଡ ଡିଗ୍ରୀ ପରେ ତାତିଲା ବିଜେପି । ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ସତସଙ୍ଗ ବିହାର ରାସ୍ତା ଅବରୋଧ କରାଯାଇଛି । ଫଳରେ ପ୍ରାୟ ଦେଢ଼ ଘଂଟା ଧରି ରାସ୍ତାରେ ଅଟକି ରହିଥିଲା ଗାଡ଼ି ମଟର । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର…