Daily Archives

January 1, 2024

କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ୍ । ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା । ହୃତପିଣ୍ଡକୁ ପ୍ରଭାବିତ…

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଷ୍ଟ୍ରେନ୍ ଆଣିପାରେ ଦୃଦଘାତ । ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ଗବେଷଣା ଅନୁସାରେ, କରୋନାର ନୂଆ ଭାରିଆଣ୍ଟ ଜେଏନ୍ ଡଟ୍ ୱାନ ହୃତପିଣ୍ଡର ଏସିଇ ଟୁ ସହ ଲାଖି ରୁହେ । ଯାହା…

ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ । ୯୦ ମିନିଟରେ ୨୧ ଥର ଲାଗିଲା ଝଟକା, ରିକ୍ଟରସ୍କେଲରେ ୭.୪ ତୀବ୍ରତା ରେକର୍ଡ

କନକ ବ୍ୟୁରୋ : ପ୍ରଥମେ ଭୂମିକମ୍ପ ପରେ ସୁନାମି । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଥରି ଉଠିଲା ଜାପାନ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସୋମବାର ଜାପାନ୍ରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ସର୍ବାଧିକ ତୀବ୍ରତା ୭.୪୬…

କରୋନାର ନୂଆ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆକ୍ରାନ୍ତଙ୍କ ପାଖରେ ହୃଦ୍ଘାତ ଭୟ…

କନକ ବ୍ୟୁରୋ : ଜାପାନ ବିଶେଷଜ୍ଞଙ୍କ ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । କରୋନା ମହାମାରୀ ପରେ ସାରା ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢାଇ ଦେଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ବିଶେଷ କରି କରୋନା ଆକ୍ରାନ୍ତଙ୍କ ନିକଟରେ ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ବୋଲି…

ପଦାରେ ପଡିଲାଣି ଇଣ୍ଡିଆ ମେଂଟ କନ୍ଦଳ । ମତ ଭିନ୍ନ ପରେ ମେଣ୍ଟର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ମତ ଓ ବିଚାରଧାରା ଭିନ୍ନ ଥିଲେ ମଧ୍ୟ ବିଜେପି ଭଳି ଶାସକ ଦଳକୁ ଚେକ ଦେବା ପାଇଁ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦେଶର ଅନେକ ଆଂଚଳିକ ଦଳ । ଉଦ୍ଦେଶ୍ୟ ଥିଲା ଦେଶରେ ବଢୁଥିବା ବିଜେପିକୁ ଚେକ୍ ଦେବେ । ହେଲେ ଏବେ ଯେଉଁ ସ୍ଥିତି ଉପୁଜିଛି ତାହା ମେଣ୍ଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ…

କାଳିଆ ଦର୍ଶନରୁ ବର୍ଷ ଆରମ୍ଭ । ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଆଜିଠାରୁ କଡ଼ାକଡ଼ି ହେଲା ଡ୍ରେସକୋଡ୍ । ପାନ,…

କନକ ବ୍ୟୁରୋ: କାଳିଆ ଦର୍ଶନରୁ ଆରମ୍ଭ ହୋଇଛି ନୂଆବର୍ଷ । ନୂଆବର୍ଷ ପାଇଁ ଆଜି ଚଳଚଞ୍ଚଳ ହୋଇପଡ଼ିଥିଲା ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ କମ୍ପିଉଠିଥିଲା ପୂରା ପରିବେଶ । ପ୍ରତି ଶ୍ରଦ୍ଧାଳୁଙ୍କ ମୁହଁରେ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି । ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି…

ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍…

କନକ ବ୍ୟୁରୋ : ୨୦୨୪ର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆରମ୍ଭ କରିଛି ନୂଆ ଅଭିଯାନ । ସୋମବାର ସକାଳ ୯ଟା ୧୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଦେଶର ପ୍ରଥମ ସାଇଂଟିଫିକ ସାଟେଲାଇଟ୍ – ଏକ୍ସପୋସାଟର ସଫଳ ଉତକ୍ଷେପଣ ହୋଇଛି ।…