Daily Archives

December 21, 2023

ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା…

କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି

କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ…

କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା ଚାଲିଛି । ଜେରାବେଳେ ଆସୁଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁ ବି ଚୂନ ଲଗାଇଛନ୍ତି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ଚାକିରୀ କରାଇ ଦେବାକୁ କହି ଲୁଟିଥିଲେ ଟଙ୍କା । ବଡ଼ ବଡ଼…

ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ଚା ପିଆଇବେ ସରକାର । ଏନ୍ଏଚ୍ରେ ରାତିରେ ମିଳିବ ମାଗଣା ଚା’ । ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନ୍ଏଚ୍ରେ ଥିବା ଢ଼ାବାକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ…

ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର

କନକ ବ୍ୟୁରୋ: ଗାଁ ଗାଁରେ ବିକାଶର କାହାଣୀ କହିବେ ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପଂଚାୟତିରାଜ ପକ୍ଷରୁ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗାଁ…

ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ…