Daily Archives

November 26, 2023

ଓଡ଼ିଶା ଗବେଷଣା କେନ୍ଦ୍ର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଓଡ଼ିଶାର ଭାଷା, କଳା…

କନକ ବ୍ୟୁରୋ: ଆମେ ଜାଣିବା ଓଡ଼ିଶା କାହାଣୀ । ରାଜଧାନୀ ଭୁବନେଶ୍ୱରରେ ଆଇଏମ୍ଏମ୍ଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଂଟରର ହୋଇଛି ଉଦ୍ଘାଟନ । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ…

ତିଲା ଗଣ୍ଡ ହତ୍ୟାକାଣ୍ଡର ବୀଭତ୍ସ କାହାଣୀ: ବିବାହ ପାଇଁ ଡାକି ହତ୍ୟା କରିଥିଲା ସଇତାନ ପ୍ରେମିକ

କନକ ବ୍ୟୁରୋ: ପ୍ରେମ, ପ୍ରତାରଣା, ବୀଭତ୍ସ ହତ୍ୟା । ପରକୀୟା ପ୍ରୀତିର ସାଂଘାତିକ ପରିଣାମ । ତିଲା ଗଣ୍ଡ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭଲ ପାଇବାର ଛଳନା କରି ଦୁଇ ବର୍ଷ ହେଲା ସମ୍ପର୍କ ରଖିଆସୁଥିଲା ଅଭିଯୁକ୍ତ । ଆଉ…

ଶ୍ରମିକ ଉଦ୍ଧାରକୁ ସମୟ ଲାଗିବ: ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ

କନକ ବ୍ୟୁରୋ: କେବେ ଉଦ୍ଧାର ପାଇବେ ଟନେଲରେ ଫସିଥିବା ୪୧ ଶ୍ରମିକ, ସାରା ଦେଶବାସୀଙ୍କ ମୁହଁରେ ଏବେ ସେହି ପ୍ରଶ୍ନ । ବାରମ୍ବାର ମେସିନ ଭାଙ୍ଗିଯାଉଛି, ଫଳରେ ଉଦ୍ଧାରକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ଏସବୁ ଭିତରେ ସୁଡ଼ଙ୍ଗରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ…

ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ

କନକ ବ୍ୟୁରୋ: ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ଏପଟେ ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ । ପଂଚୁକ ତଥା ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜର ରଖି ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଆଜି ରାତିରେ…

ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି: କେମିତି ବିକ୍ରି ହେବ ଧାନ, ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଧାନ ଅମଳର ସମୟ ଆସିଲା, ପୁଣି ମଣ୍ଡି ପାଇଁ ଚାଷୀର ଚିନ୍ତା ବଢ଼ିଲା । ଆଉ ଏପଟେ ମଣ୍ଡିକୁ ନେଇ ରାଜନୀତି ବି ଜୋର ଧରିଲା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ମଣ୍ଡିରେ ଥିବା ଅବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ମଣ୍ଡିଗୁଡିକରେ ସ୍ୱତନ୍ତ୍ର ଟିମ୍…

ଚୀନରେ ନିମୋନିଆ: ଆକ୍ସନରେ ଭାରତ ସରକାର, ସତର୍କ ରହିବାକୁ ଚେତାଇଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କନକ ବ୍ୟୁରୋ: ଚୀନରେ ନିମୋନିଆ, ସତର୍କ ହେଲା ଭାରତ । କୋଭିଡ ପରି ମହାମାରୀ ଚିନରୁ ଆରମ୍ଭ ହୋଇସାରା ବିଶ୍ୱକୁ ବିପଦ ମୁହଁକୁ ଠେଲି ଦେଇଥିଲା । ଏବେ ପୁଣି ଏକ ରହସ୍ୟମୟ ରୋଗ ଚୀନରୁ ଆରମ୍ଭ ହୋଇଛି । ଏକପ୍ରକାର ନିମୋନିଆରେ ଚୀନରେ ହଜାର ହଜାର ଶିଶୁ ଆକ୍ରାନ୍ତ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟୃ…