Daily Archives

November 25, 2023

ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ ।

କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ, ଫଳରେ ସ୍ଥାନୀୟ ଅଞ୍ଚଳରେ…

ଡ୍ୟାମ ପାଲଟିଲା ଶୁଖିଲା ଖେଳପଡିଆ । ଡ୍ୟାମ ମଝିରେ କ୍ରିକେଟ୍ ଖେଳିଲେ ପିଲା । ଚିନ୍ତାରେ ପଡିଛନ୍ତି ଚାଷୀ ।

କନକ ବ୍ୟୁରୋ: ମାତ୍ର କିଛି ସପ୍ତାହ ପୂର୍ବରୁ ରାଜ୍ୟରୁ ମୌସୁମୀ ବିଦାୟ ନେଇଥିଲା । କିନ୍ତୁ ଏବେ ଡ୍ୟାମ ଗୁଡିକର ଜଳସ୍ତର ଯେଉଁ ସ୍ତରରେ ପହଞ୍ଚିିଛି ତାହା ଚିନ୍ତାଜନକ । ଏମିତି କି କେତେକ ଡ୍ୟାମର ଜଳସ୍ତର ଅତି ମାତ୍ରାରେ ଖସିଯାଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଡ଼୍ୟାମ ପାଲଟିଛି ଖେଳ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ…

କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ସିମେଣ୍ଟ ଓ ଲୁହା ଛଡ ବୋଝେଇ ଟ୍ରକ ଓଲଟି ୬ ଶ୍ରମିକ ପ୍ରାଣ ହରାଇଛନ୍ତି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୭ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ତେବେ ବାରମ୍ବାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ…

କନକ ବ୍ୟୁରୋ: ଇତିହାସ ରଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ପାଇଛି ନାକ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ର ୫ ଜଣିଆ ଟିମ୍ ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି । ଚଳିତ ବର୍ଷ ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ମାନ୍ୟତା ହରାଇବା ପରେ…

ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ । ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ଶସସ୍ତ୍ର ଡକାୟତି । ବାଥରୁମରେ ବନ୍ଦ…

କନକ ବ୍ୟୁରୋ: ଭୁବନେଶ୍ୱର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରର ଭୋଳା ରେସିଡେନସି । ଏହି ପରିବାର ସହ ଯେଉଁ ଘଟଣା ଘଟିଛି ତାହା ଯେତିକି ହୃଦୟବିଦାରକ ସେତିକି ଭୟଙ୍କର । ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି ରାକେଶ ଚାନ୍ଦ । ପତ୍ନୀ ଏଲିଶ୍ରୀ ଓ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହନ୍ତି । ସବୁଦିନ…

ଶୀତ ଅଧିବେଶନ ବନ୍ଦକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି । ବିଜେଡ଼ି କହିଲା,…

କନକ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ । କାର୍ଯ୍ୟଦିବସ ଥିଲା ୩୦ ଦିନ ହେଲେ ୪ ଦିନରେ ବନ୍ଦ ହେଲା । ବାକି ରହିଗଲା ୨୬ କାର୍ଯ୍ୟଦିବସ । ହଠାତ୍ ଶୀତ ଅଧିବେଶନ ବନ୍ଦ ହୋଇଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳର ନେତା…