Daily Archives

June 14, 2023

ମହଙ୍ଗା ପଡିଲା ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଗଣ୍ଡଗୋଳ, ନିଲମ୍ବିତ ହେଲେ ରାଜସ୍ଥାନର ଆଇଏସ ଓ ଆଇପିଏସ ଅଧିକାରୀ

କନକ ବ୍ୟୁରୋ : ମହଙ୍ଗା ପଡିଲା ବର୍ଦ୍ଦି ଦେଖାଇ ଧମକ ଦେବା । ନିଲମ୍ବିତ ହେଲେ ରାଜସ୍ଥାନର ଆଇଏସ୍ ଓ ଆଇପିଏସ୍ ଅଧିକାରୀ । କୌଣସି ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ରେଷ୍ଟୁରାଂଟରେ ପଶିଥିଲେ ଓ ଏହାର ଶୌଚଳାୟ ବ୍ୟବହାର କରିବାକୁ ଧସେଇ ପଶିଥିଲେ । ଏନେଇ…

ବିଜେଡିର ଗ୍ୟାସ ବନାମ ବିଜେପିର ବିଜୁଳି: ଚୁଲି ଜାଳି ପ୍ରତିବାଦ କଲା ବିଜେଡି, ବିଞ୍ଚଣା ବୁଲାଇ କଟାକ୍ଷ କଲା ବିଜେପି

କନକ ବ୍ୟୁରୋ: ବିଜୁଳି କାଟକୁ ନେଇ ବିଜେପି ଆନ୍ଦେଳନକୁ ଓହ୍ଲାଇଥିବା ବେଳେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ ଧାରଣା ଦେଇଛି ବିଜେଡି । ପାୱାର କଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିଥିବା ବେଳେ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗ କରିଛି ବିଜେଡି । ରାଜଭବନ…

ମା’ ହାତରୁ ପୁଅକୁ ଝାମ୍ପିନେଲା କୁମ୍ଭୀର: ମିଳିଲା କ୍ଷତବିକ୍ଷତ ମୃତଦେହ

କନକ ବ୍ୟୁରୋ: ମାଆ ହାତରୁ ପୁଅକୁ ଟାଣିନେଲା କୁମ୍ଭୀର । ପହଲି ରଜ ପାଇଁ ସବୁବେଳେ ଉତ୍ସବର ପରିବେଶ ଥିବା ବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଅଂଚଳରୁ ଏହି ଦୁଃଖଦ ଖବର ଆସିଛି । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ମା’ ସାମ୍ନାରେ ପୁଅକୁ ଟାଣି ନେଇ ମାରିଦେଇଛି କୁମ୍ଭୀର ।…

ମଣିପୁରରେ କମୁନି ଉତେଜନା, ଥମୁନି ହିଂସା । ପୁଣି ଉଗ୍ରବାଦୀଙ୍କ ଗୁଳିମାଡରେ ୯ ମୃତ, ୧୦ ଆହତ

କନକ ବ୍ୟୁରୋ : ଦିନକୁ ଦିନ ବିଗୁଡୁଛି ମଣିପୁରର ସ୍ଥିତି । ମଙ୍ଗଳବାର ରାତିରେ ଲାଲ ତାଣ୍ଡବ ରଚିଛନ୍ତି ଉଗ୍ରବାଦୀ । ଇମ୍ଫାଲର ଖାମେନଲୋକ ଅଂଚଳରେ ଉଗ୍ରବାଦୀ ୧୦ଜଣଙ୍କୁ ଉପରକୁ ଗୁଳିମାଡ କରିଥିଲେ । ଏମାନଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଂଘବଦ୍ଧଭାବେ…

୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତି, ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଟିକେଟ ଦିଆଯିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହାରିବା ପରେ ୨୦୨୪ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । କଣ୍ଣାଟକ ନିର୍ବାଚନରେ ପରାଜୟ ପରେ ବିଜେପି ଅଧିକ ନେବାକୁ ଚାହୁଁନି । ତେଣୁ ମୋଦୀ ସରକାରଙ୍କ ସହ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଟିକେଟ ଦେବାକୁ ଦଳ ନିଷ୍ପତି…

କଂଗ୍ରେସର ମହାଭାରତ ଭିଡିଓ । ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ବିଜେପି,ଆରଏସଏସ ଓ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : କଂଗ୍ରେସ କହିଲା ସଂଗ୍ରାମର କଥା । ଏଥର ବିଜେପିକୁ ଟାର୍ଗେଟ କରିବା ପାଇଁ ନୂଆ ଭିଡିଓ ପୋଷ୍ଟ କରିଛି କଂଗ୍ରେସ । ପୌରାଣିକ ଧାରବାହିକ ମହାଭାରତ କିଛି ଦୃଶ୍ୟ ସହ ଦଳର ନେତା, ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଚିତ୍ରକୁ ଭିଡିଓରେ ଚିତ୍ରଣ କରି ବିଜେପିକୁ ଟାର୍ଗେଟ କରିଛି…