Daily Archives

June 14, 2023

ଗୁରୁବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ । ଲ୍ୟାଣ୍ଡଫଲ ପୂର୍ବରୁ ନେଲାଣି ୭ଜଣଙ୍କ ପ୍ରାଣ,ଘଣ୍ଟା ପ୍ରତି…

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଂଟା ପ୍ରତି ପବନର ବେଗ ୧୨୫ରୁ…

ଇତିହାସ ରଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ୍ୱିତୀୟଥର ଆମେରିକା କଂଗ୍ରେସରେ ଦେବେ ଉଦବୋଧନ। ସ୍ୱାଗତ ପାଇଁ…

କନକ ବ୍ୟୁରୋ : ଆଉ ସପ୍ତାହେ ପରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ହେଉଛି ଆମେରିକାକୁ ମୋଦୀଙ୍କ ପ୍ରଥମ ରାଷ୍ଟ୍ରୀୟ ଗସ୍ତ ତଥା ଷ୍ଟେଟ୍ ଭିଜିଟ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଜୁନ୍ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦୀ…

ସରକାରୀ ଦସ୍ତାବିଜ ହେରଫେର ମାମଲାରେ ନାଟକୀୟ ମୋଡ । କୋର୍ଟରେ ଆତ୍ମସମର୍ପଣ ପରେ ଗିରଫ ହୋଇ ଜାମିନ ପାଇଲେ ଆମେରିକାର…

କନକ ବ୍ୟୁରୋ : ଆତ୍ମସମର୍ପଣ, ଗିରଫ ଓ ଜାମିନ । ମଙ୍ଗଳବାର ମିଆମୀ କୋର୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ସବୁବେଳେ ବିବାଦ ଘେରରେ ରହିଆସିଛନ୍ତି । ଗୋଟିଏ ପରେ ଗୋଟିଏ ବିବାଦରେ…

ପହିଲି ରଜରେ ମଉଜ: ଗାଁରୁ ସହର ସବୁଠି ପିଠାପଣା ଓ ଭୋଜି ଭାତର ଆସର

କନକ ବ୍ୟୁରୋ: ଆଜି ପହିଲି ରଜ । ବିଭିନ୍ନ ସ୍ଥାନରେ ଚାଲିଛି ରଜ ମଉଜ । ଗାଁଠୁ ସହର ସବୁଠି ଜମୁଛି ରଜ ଆସର । ଘରେ ଘରେ ପିଠାପଣା ଓ ଭୋଜି ଭାତର ଆସର ଜମୁଛି । ଅନ୍ୟପଟେ ଝିଅ ବୋହୁ ମାନେ ଭଳିକିଭଳି ନୁଆ ନୂଆ ପୋଷାକ ପିନ୍ଧି ଦୋଳି ପାଖରେ ଲଗାଇଛନ୍ତି ଗହଳି । ସମସ୍ତେ ଦୋଳି ଓ ପୁଚି ଖେଳିବାର…

କରେଣ୍ଟ ଲାଗି ପୁଣି ଗଲା ହାତୀର ଜୀବନ: ବିଦ୍ୟୁତ ତର ସଂସ୍ପର୍ଶରେ ଆସି କଂଟାମାଲ ଘୁଂଚାଙ୍ଗୀ ପାଖ ଜଙ୍ଗଲରେ ବୁଲୁଥିବା…

କନକ ବ୍ୟୁରୋ: ପୁଣି ଦନ୍ତା ମୃତ । ବିଦ୍ୟୁତ ତର ସଂସ୍ପର୍ଶରେ ଆସି ବୌଦ୍ଧ କଂଟାମାଳ  ଘୁଂଚାଙ୍ଗୀ ପାଖ ଜଙ୍ଗଲରେ ବୁଲୁଥିବା ହାତୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଂଚି ହାତୀର  ମୃତ ଦେହ ଉଦ୍ଧାର କରିଛି । ଆଜି ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡିଥିବା ଦେଖିଥିଲେ ।…

ପୁଣି ଚିନ୍ତାରେ ଚାଷୀ: ଅଣସ୍ୱୀକୃତି ପ୍ରାପ୍ତ ବିହନ ଯୋଗୁଁ ସହୁଛନ୍ତି କ୍ଷତି

କନକ ବ୍ୟୁରୋ: ଅଣସ୍ୱୀକୃତି ବିହନ ଭରସାରେ ରହିଛନ୍ତି ଚାଷୀ । ଚାଷୀଙ୍କୁ କିଭଳି ଉତମ ମାନର ବିହନ ମିଳିବ ଶତପ୍ରତିଶତ ଗଜା ହେବ ସେ ନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଚାଷୀ ମାନଙ୍କୁ ରିହାତି ମୁଲ୍ୟରେ ବିହନ ଯୋଗାଇ ଦିଆଯିବ ସେପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା…