Daily Archives

June 9, 2023

ଭାରତରେ ବଢ଼ୁଛି ମଧୁମେହ ରୋଗ: ଦେଶରେ ଏବେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ: ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଏବେ ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ଏନେଇ ଆଇସିଏମଆର ସତର୍କ କରାଇ ଦେଇଛି । ଦେଶରେ ୪ବର୍ଷରେ ବଢ଼ିଛି ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟ । ପ୍ରସିଦ୍ଧ ସ୍ୱାସ୍ଥ୍ୟ ଜର୍ଣ୍ଣାଲ “ଲାନସେଟ’ରେ ଏନେଇ ରିପୋର୍ଟ ପ୍ରକାଶ…

ରେଳବାଇର ନୂଆ ମାର୍ଗଦର୍ଶିକା । “ବିଳମ୍ବ ଅପେକ୍ଷା ସୁରକ୍ଷାକୁ ଦିଅ ଗୁରୁତ୍ୱ ”

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ପରେ, ରେଳ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ବିଭାଗ । ଏଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରେଳବୋର୍ଡର ଭିତିଭୂମି ସଦସ୍ୟ ରୂପ ନାରାୟଣ ସୁନକାର ରେଳ ଧାରଣାର ସୁରକ୍ଷା ନେଇ ବିଭିନ୍ନ ଜୋନର ଜେନେରାଲ ମ୍ୟାନେଜରଙ୍କୁ…

ସଂପର୍କୀୟଙ୍କୁ ମିଳୁନାହିଁ ମୃତଦେହ । ଏବେ ଡିଏନଏ ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ନିଜ ପୁଅର ମୃତଦେହ ପାଇବା ପାଇଁ ପୋଲିସ ଅଧିକାରୀଙ୍କ ଆଗରେ ହାତ ପତାଉଛି ମାଆ । କହୁଛି ପୁଅକୁ ସେ ଚିହ୍ନ ସାରିଛି, ଟଙ୍କା ପଇସା କିଛି ଦରକାର ନାହିଁ । ପୁଅର ମୃତଦେହ ତାକୁ ଦେଇ ଦିଆଯାଉ । ଆତ୍ମୀୟ ସ୍ୱଜନଙ୍କ ମୃତଦେହ ପାଇଁ ଅପେକ୍ଷା କରିବା କେତେ ଯେ କଷ୍ଟ, ଏମ୍ସରେ ଜଗି…

ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ: ଅରବିନ୍ଦ ଅଗ୍ରୱାଲ ହେଲେ ଉଚ୍ଚଶିକ୍ଷା ବିଭାଗ ସଚିବ

 କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ । ଉଚ୍ଚଶିକ୍ଷା ବିଭାଗରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଗଲା । ବିଷ୍ଣୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ୱ । ଅରବିନ୍ଦ ଅଗ୍ରୱାଲ ହେଲେ ଉଚ୍ଚଶିକ୍ଷା ବିଭାଗ ସଚିବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ବାଦ…

ନୂଆ ନମ୍ବର ପ୍ଲେଟ୍ ନଥାଇ ଗଡୁଛି ୫ ଲକ୍ଷ ଗାଡ଼ି । ନିୟମର ଉଲଂଘନ କରି ଗାଡ଼ି ଚଳାଉଛନ୍ତି ଚାଳକ

କନକ ବ୍ୟୁରୋ : ଏଣିକି ହାଇସିକ୍ୟୁରିଟି ନମ୍ବର ନଥିଲେ ଗଣିବାକୁ ପଡ଼ିବ ଜୋରିମାନା । ଆସନ୍ତା ୨୩ ତାରିଖରୁ ନୂଆ ନମ୍ବର ପ୍ଲେଟ୍ ଯାଂଚ ଜୋରଦାର ହେବ । ଯାଂଚ ବେଳେ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ଏଭଳି ସ୍ଥିତିରେ ଆପଣ କରିବେ କ’ଣ? ଯଦି ଆପଣ ବିନା ନୂଆ…

ଅଭିନେତ୍ରୀ-ପ୍ରଯୋଜକ ମୁହାଁମୁହିଁ । ସଂଜୟ ନାୟକଙ୍କୁ ଘେରିଲେ ଜାସ୍ମିନ ଓ ପ୍ରକୃତି, ଜବାବ ରଖିଲେ ପ୍ରଯୋଜକ ସଂଜୟ ନାୟକ

କନକ ବ୍ୟୁରୋ : ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ଏହି ତିନୋଟି ଚେହେରାଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା । ଜଣେ ଆଉ ଜଣଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାକୁ ଦେଖିଲେ ପ୍ରଶ୍ନ ଆସୁଛି ଓଲିଉଡରେ ଚାଲିଛି କ’ଣ? ଉପରକୁ ଯେଉଁ ଚାକଚକ୍ୟ ବା ଷ୍ଟାରଡମ୍ ଦେଖାଯାଉଛି, ଭିତରେ…