Daily Archives

January 27, 2023

ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ଦୋହଲାଇଦେଲା ଆଦାନୀ ଗ୍ରୁପର ସେୟାର, ୩ ଦିନରେ ୩.୪ ଲକ୍ଷ କୋଟିର କ୍ଷତି। ପଢନ୍ତୁ ପୂରା…

କନକ ବ୍ୟୁରୋ: ଅଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା । ହିଣ୍ଡନବର୍ଗର ରିପୋର୍ଟ ପରେ କ୍ଷତିର ସାମ୍ନା କରିଛି ଗ୍ରୁପ । ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପାଖପାଖି ୩.୪ ଲକ୍ଷ କୋଟିର କ୍ଷତି ସହିସାରିଲାଣି କମ୍ପାନୀ ।…

ଉତ୍କଳ ହସପିଟାଲ ପରିସରରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ।

କନକ ବ୍ୟୁରୋ: ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସପିଟାଲ ପରିସରରେ ୭୪ତମ ଗଣତନ୍ତ୍ର ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆମେରିକାରେ ରହୁଥିବା ଡାକ୍ତରଖାନାର ଚେୟାରମ୍ୟାନ ଆଦିତ୍ୟ କୁମାର ସାସମଲ୍ ସାମିଲ ହୋଇଥିଲେ । ସେ ପତାକା ଉତ୍ତୋଳନ କରିବା ସହ…

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବଢୁଛି ବିବାଦ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବଢୁଛି ବିବାଦ । ଜେଏନୟୁ ଏବଂ ଜାମିଆ ୟୁନିଭରସିଟି ପରେ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା ଦେଖାଦେଇଛି । ଏନଏସୟୁଆଇର ଛାତ୍ର ସଙ୍ଗଠନ ଦିଲ୍ଲୀ…

ଗରିବ ପିଲାଙ୍କ ସ୍ୱପ୍ନରେ ଡେଣା ଲଗାଉଛି ନୂଆ ପ୍ରୟାସ । ସମ୍ବର୍ଦ୍ଧିତ ହେଲେ ୧୫ କୁନି ପ୍ରତିଭା । ମେଧାବୀଙ୍କୁ ମିଳିଲା…

କନକ ବ୍ୟୁରୋ: ପବିତ୍ର ସରସ୍ୱତୀ ପୂଜା ଏବଂ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆ ପ୍ରତିଭାଙ୍କୁ ପୁରସ୍କୃତ କରିଛି ନୂଆ ପ୍ରୟାସ । ଶିକ୍ଷା କ୍ଷେତ୍ରରେ ନିଜର ନିଷ୍ଠା ଓ ସାଧନା ବଳରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ୧୫ କୃତୀ ଛାତ୍ରଛାତ୍ରୀଙ୍କୁ ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର…

କରୋନା ବିରୋଧୀ ଲଢେଇରେ ଅଧିକ ସଶକ୍ତ ହେଲା ଭାରତ । ଆସିଲା ବିଶ୍ୱର ପ୍ରଥମ ନାଜାଲ ଭ୍ୟାକ୍ସିନ ।

କନକ ବ୍ୟୁରୋ: କୋଭିଡ ଟିକା ପାଇଁ ଏବେ ଆସିଛି ନୂଆ ବିକଳ୍ପ । ଭାରତରେ ଲଞ୍ଚ ହୋଇଛି ବିଶ୍ୱର ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ଜାନୁଆରୀ ୨୬ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟିକା ଲଞ୍ଚ କରି କହିଛନ୍ତି କି କୋଭିଡ ବିରୋଧୀ ଲଢେଇରେ ଅଧିକ ମଜବୁତ ହେବ । କରୋନା…