Daily Archives

January 27, 2023

ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି । ନେପାଳର ଗଣ୍ଡାକି ନଦୀରୁ…

କନକ ବ୍ୟୁରୋ: ବିରଳ ପଥରରେ ନିର୍ମାଣ ହେବ ଅଯୋଧ୍ୟାରେ ସ୍ଥାପନ ହେବାକୁ ଥିବା ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି । ନେପାଳର ଗଣ୍ଡାକି ନଦୀରୁ ଖୋଳାଯାଇଥିବା ବିରଳ ପଥରରୁ ରାମ ଓ ସୀତାଙ୍କ ପ୍ରତିମୂର୍ତ୍ତି ହେବା ପରେ ଅଯୋଧ୍ୟ୍ୟାର ରାମ ମନ୍ଦିରରେ ସ୍ଥାପନ କରାଯିବ । ନେପାଳର…

ସାଙ୍ଗକୁ କେମିତି ମାରିଲା ସାଙ୍ଗ? ଆଶୁତୋଷ ହତ୍ୟା ଘଟଣାର ହେଲା ସିନ ରିକ୍ରିଏନସନ।

କନକ ବ୍ୟୁରୋ: ଖୋର୍ଦ୍ଧା ବାଣପୁର ଗୋଦାବରୀଶ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଲୋମଟାକୁରା ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଥିଲା ଆଶୁତୋଷଙ୍କ ନିଜ ସାଙ୍ଗ ଆଶୀର୍ବାଦ ପ୍ରଧାନ । ପ୍ରତିଶୋଧ ଓ ଟଙ୍କା ପାଇଁ…

ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ପୁଣି ବିବାଦରେ କଂଗ୍ରେସ ନେତା । କେନ୍ଦ୍ର ସରକାରଙ୍କୁ ଭିଡିଓ ଦାବି କରି…

କନକ ବ୍ୟୁରୋ: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ରାସିଦ ଅଲବୀ । କିଛି ଦିନ ପୂର୍ବରୁ ଦିଗବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ଥମିନଥିବାବେଳେ ଏବେ ରାସିଦ କେନ୍ଦ୍ର ସରକାରଙ୍କଠୁ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଦାବି କରି ପ୍ରମାଣ ମାଗିଛନ୍ତି ।…

ମିଳିଲା ଚୋରି ହୋଇଥିବା ମେଡାଲ୍। ଅଲମ୍ପିଆନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଗିରଫ।

କନକ ବ୍ୟୁରୋ: ଅଲିମ୍ପିଆନ ପ୍ରବୋଧ ତୀର୍କିଙ୍କ ଘରୁ ଚୋରି ବେଳର ଏକ୍ସକ୍ଲୁସିଭ୍ ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବୋଧ ତିର୍କୀଙ୍କ ବାସଭବନ ବାହାରେ ବୁଲି ବୁଲି ରେକି କରୁଛନ୍ତି ଲୁଟେରା । ସୁଯୋଗକୁ ଅପେକ୍ଷା କରି କଳାକନା ବୁଲାଇବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁପ୍ରିଂଟ । ରେକି କରିବାର…

ଇଣ୍ଡିଆନ୍ ପବ୍ଲିକ ସ୍କୁଲରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ୍ ସ୍କଲୁରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ ହୋଇଯାଇଛି । ଗୁରୁବାର ସକାଳ ନଅ ଘଟିକା ସମୟରର ଇଣ୍ଡିଆନ ପବ୍ଲିକ୍ ସ୍କଲୁ ପ୍ରାଙ୍ଗଣରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ…

ଜଗତସିଂହପୁର ପରେ ନବରଙ୍ଗପୁର ମିଛ ନୋଟିସ୍। ବିନା ବୟଫ୍ରେଣ୍ଡରେ କଲେଜ ମନା! 

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଲେଜ ନୋଟିସ୍ । ଯେଉଁଥିରେ ପ୍ରିନ୍ସିପାଲଙ୍କ ନାଁରେ ଜାଲ ଦସ୍ତଖତ ହୋଇଛି । ଆଉ ଏହି ନୋଟିସ୍ରେ ଲେଖା ରହିଛି- ଭାଲେଟାଇନ୍ସ ଡେ’ ଅର୍ଥାତ ଫେବ୍ରୁଆରୀ ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି…