Daily Archives

January 1, 2023

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦଳାଚକଟା । ୩ ମୃତ, ଏକାଧିକ ଦଳୀୟ କର୍ମୀ ଆହତ । 

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଦଳ ଚକଟା । ତେଲଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୈତିକ ସମାବେଶରେ ଦଳା ଚକଟା ହୋଇ ୩ ଜଣଙ୍କ ମୃତ୍ୟୁ ଓ ବହୁ ଟିଡିପି କର୍ମୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ…

ଯୋଡ଼ାରେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ । ନୂଆବର୍ଷ ସେଲିବ୍ରେସନ ପରେ ଫେରିଥିଲେ ଭଡାଘରକୁ, ସନ୍ଧ୍ୟା ପର୍ଯ୍ୟନ୍ତ…

କନକ ବ୍ୟୁରୋ : ବନ୍ଦ ଘରେ ମହିଳା ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୁଲିସ । କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରୁ ଆସିଛି ଏଭଳି ଅଭାବନୀୟ ଖବର । ମୃତକ ହେଉଛନ୍ତି ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ପୋଲିସ ସୂଚନା…

ନୂଆବର୍ଷରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ୩ ସାଧାରଣ ଲୋକ ମୃତ, ୧୦ ଆହତ ।

କନକ ବ୍ୟୁରୋ : ନୂଆବର୍ଷରେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ରଜୌରୀ ଅଂଚଳରେ ଆତଙ୍କୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୦ ଜଣ ଆହତ ହୋଇଛନ୍ତି । ଦୁଇଟି ଘରେ ଲୋକଙ୍କ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।…

ବର୍ଷର ଶେଷ ରାତିରେ ରାଜଧାନୀ ରାସ୍ତାରେ ବୁଲିଲା ଖଣ୍ଡା ।ଗୋଟିଏ ପଟେ ଜିରୋ ନାଇଟ୍ ସେଲିବ୍ରେସନ୍, ଅନ୍ୟପଟେ ଆତଙ୍କରାଜ…

କନକ ବ୍ୟୁରୋ : ବର୍ଷର ଶେଷ ଦିନର ଶେଷ ସମୟ ପ୍ରତିଟି ମୁହୁର୍ତକୁ ଝୁମି ଝୁମି ବିତାଉଥିଲେ ରାଜଧାନୀବାସୀ । ଦୁଇ ବର୍ଷର କରୋନା କଟକଣା ପରେ, ଡିସେମ୍ବର ୩୧ରେ ଜିରୋ ନାଇଟକୁ ସେଲିବ୍ରେସନ କରିଥିଲେ ରାଜଧାନୀବାସୀ । ହେଲେ, ଅନ୍ୟପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ଦୁବୃର୍ତମାନେ ଉତ୍ପାତ କରିଥିଲେ…

କାରରେ ୪ କିଲୋମିଟର ଯାଏଁ ଘୋଷାଡି ହୋଇଗଲେ ଯୁବତୀ, କିଛି ସେକେଣ୍ଡ ମଧ୍ୟରେ ଉଡିଗଲା ପ୍ରାଣବାୟୁ । ନୂଆବର୍ଷରେ ଦିଲ୍ଲୀରୁ…

କନକ ବ୍ୟୁରୋ : ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରୁ ଛାତି ଥରାଇଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷର ମଉଜ ମଜଲିସ ଭିତରେ ଜଣେ ଯୁବତୀଙ୍କୁ କାରରେ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି ୫ ରାକ୍ଷସରୂପି ମଣିଷ । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ…

ଆସାମ, ମଣିପୁର, ଆନ୍ଧ୍ରପ୍ରଦେଶ ଓ କଲିକତାକୁ ରପ୍ତାନୀ ହେଉଛି କଣାସ ଅଞ୍ଚଳର ଦେଶୀ ସୁଖୁଆ: ଲୁଣା ନଦୀପଠା ହୋଇଛି ଶୁଖୁଆ…

କନକ ବ୍ୟୁରୋ: ଚର୍ଚ୍ଚାରେ କଣାସ ଅଂଚଳର ଦେଶୀ ଶୁଖୁଆ । ବକୁଳିସାହି ଗାଁ ନିକଟସ୍ଥ ଲୁଣା ନଦୀବନ୍ଧରେ ଶୁଖୁଆ ପ୍ରସ୍ତୁତି ପାଇଁ କରାଯାଇଛି ଶୁଖୁଆ ଖଳା । ନଦୀପଠାରେ ଛୋଟ ଛୋଟ ବେଡ ପ୍ରସ୍ତୁତ କରି ଶୁଖୁଆ ଶୁଖଉଛନ୍ତି ବ୍ୟବସାୟୀ । ଗାଁ ଗହଳିର ନଦୀ ଓ ପୋଖରିର ମଧୁର ଜଳର ଚୁନା ମାଛ ସଂଗ୍ରହ କରି…