Daily Archives

January 1, 2023

ବାନ୍ଧକଳାରେ କାରିଗରଙ୍କ ଚମତ୍କାରିତା: ରାଜାରାଜୁଡ଼ା ଅମଳରୁ ଖେଳାଯାଉଥିବା ପାରମ୍ପାରିକ ଗଂଜପା ଖେଳକୁ ଶାଢ଼ୀରେ ପ୍ରଦର୍ଶନ…

କନକ ବ୍ୟୁରୋ: ବାନ୍ଧକଳାରେ କାରିଗରଙ୍କ ଚମତ୍କାରିତା । ସୁବର୍ଣ୍ଣପୁରର ରାଜାରାଜୁଡ଼ା ଅମଳରୁ ଖେଳାଯାଉଥିବା ଏକ ପାରମ୍ପାରିକ ଖେଳକୁ ବାନ୍ଧକଳା ମାଧ୍ୟମରେ ଶାଢ଼ୀ ପ୍ରସ୍ତୁତ କରିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର ।  ଧିରେ ଧିରେ ଏହି ଖେଳ ଲୋପ ପାଇଯାଉଥିବା ବେଳେ ଏହାକୁ ଶାଢ଼ୀରେ ପ୍ରଦର୍ଶିତ…

ଟେଡି ବ୍ୟବସାୟ କରି ଲାଭବାନ ହେଉଛନ୍ତି କଟକର ସୁନିଲ ଓ ସୁମନ: ନିଜେ ରୋଜଗାର କରିବା ସହ ୬୦ଜଣଙ୍କୁ ଯୋଗାଇଛନ୍ତି…

କନକ ବ୍ୟୁରୋ: ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଯାଏଁ ଟେଡ଼ି ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିିଥାଏ । ଘରେ ସାଜସଜା ପାଇଁ ହେଉ କିମ୍ବା କାହାକୁ ଗିପ୍ଟ ଦେବା ପାଇଁ ଲୋକେ ଟେଡ଼ି କିଣିଥାଆନ୍ତି । ଥରେ ନଜର ପକାନ୍ତୁ ଏ ଦୃଶ୍ୟକୁ କେତେ ସୁନ୍ଦର ଭାବେ ଥାକରେ ସଜା ହୋଇ ରହିଛି ଭଳିିକି ଭଳି…

ଅଢେଇ ବର୍ଷକୁ ୧୭୭୦ କୋଟି । ସାଉଦି ଆରବର ‘ଅଲ ନାସର’ ପାଇଁ ମ୍ୟାଚ୍ ଖେଳି ମାଲାମାଲ ହେବେ କ୍ରିଷ୍ଟିଆନୋ ରୋନାଲ୍ଡୋ ।

କନକ ବ୍ୟୁରୋ : ଫୁଟବଲ ଇତିହାସର ସବୁଠୁ ବଡ଼ ଚୁକ୍ତି । ସାଉଦି ଆରବର କ୍ଲବ ଅଲ-ନସର କ୍ଲବରେ ଏବେ ଖେଳିବେ ବିଶ୍ୱ ଫୁଟବଲ ଜଗତର ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ । ଅଢ଼େଇ ବର୍ଷ ପାଇଁ ଏହି ଚୁକ୍ତି ହୋଇଥିବା ବେଳେ ସେ ଏଥିପାଇଁ ପ୍ରାୟ ୧୮ ଶହ କୋଟି ଟଙ୍କା ପାଇବେ । ବିବାଦ ପରେ ରୋନାଲଡୋଙ୍କୁ ବାହାର…

ରାଜନୈତିକ ଦଳ ଫୋକସରେ ବର୍ଷ ୨୦୨୩ । ଆଗୁଆ ନିର୍ବାଚନର ଆକଳନ, ୩ ଦଳ ପାଇଁ କଣ ରହିବ ଚ୍ୟାଲେଞ୍ଜ?

କନକ ବ୍ୟୁରୋ : ନୂଆବର୍ଷରେ ତିଆରି ହେବ କି ନୂଆ ରାଜନୈତିକ ସମୀକରଣ? ୨୦୨୪ ନିର୍ବାଚନ ବର୍ଷ ହୋଇଥିବା ବେଳେ ଏଥିପାଇଁ ଚଳିତବର୍ଷରୁ ନେତାମାନେ ନେଟ୍ ପ୍ରାକଟିସ୍ କରିବେ ବୋଲି ଆକଳନ କରାଯାଉଛି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ସଂଗଠନକୁ ସଜାଡ଼ି ରଣନୀତିକୁ ଜୋରଦାର କଲାବେଳେ ନୂଆ ସମୀକରଣ…

ମା’କୁ ମାରିଦେଲା କି ନୃଶଂସ ପୁଅ? ପ୍ରମାଣ ନଷ୍ଟ ପାଇଁ ମା’ର ମୃତଦେହ ପୁଅ ପୋଡି ଦେଇଥିବା ଅଭିଯୋଗ, ଜଳିଗଲା ମୁଣ୍ଡରୁ…

କନକ ବ୍ୟୁରୋ : ମା’କୁ ମାରି ପୋଡି ଦେଲା ପୁଅ । ଏଭଳି ଏକ ଅଭିଯୋଗ ଏବେ ନିମାପଡାରେ ଚାଂଚଲ୍ୟ ଖେଳାଇଦେଇଛି । ଗୋପୀନାଥପୁର ଗାଁରୁ ଅର୍ଦ୍ଧର୍ଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବଳଙ୍ଗା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୋଗକୁ ପୁଅ ଖଣ୍ଡନ କରିବା ସହ କହିଛନ୍ତି ଯେ,…

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ପୋଲ୍ ଖୋଲିବ କି ଇଣ୍ଟରପୋଲ? ପୋଲିସ ଡିଜି କହିଲେ, ଦରକାର ପଡିଲେ ନିଆଯିବ…

କନକ ବ୍ୟୁରୋ : ପୋଲ ଖୋଲିଦେବକି ଇଣ୍ଟରପୋଲ? ରାୟଗଡା ସାଇ ଇଂଟରନ୍ୟାସନାଲରେ ଦୁଇ ରୁଷ୍ ପର୍ଯ୍ୟଟକଙ୍କ କେମିତି ମୃତ୍ୟୁ ହେଲା? ଋହସ୍ୟ ଖୋଲିବା ପାଇଁ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ । ଶ୍ମଶାନରେ ପହଁଚି ପୋଡା ପାଉଁଶ ତଳୁ ଖିଅ ଖୋଜୁଛି । ଫରେନସିକ୍ ଓ ସାଇଂଟିଫିକ୍ ଟିମ୍ ଶ୍ମଶାନରୁ ହାଡ ଓ…