Daily Archives

December 14, 2022

ମଉଳି ଗଲା ହାଇକୋର୍ଟ ବେଞ୍ଚ ଆଶା: ସୁପ୍ରିମକୋର୍ଟ କହିଲେ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନି ।

କନକ ବ୍ୟୁରୋ: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନକୁ ଆଜି ଶକ୍ତ ଝଟକା ଲାଗିିଛି ।  ମଉଳି ଯାଇଛି ହାଇକୋର୍ଟ ବେଂଚ ଆଶା । ଏଭଳି ବେଂଚ ଦାବିକୁ ସୁପ୍ରିମକୋର୍ଟ ଆଜି ସିଧାସଳଖ ଖାରଜ କରିଦେଇଛନ୍ତି । କେନ୍ଦ୍ରୀୟ କମିଟିର ଆବେଦନକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି…

ଇଡିରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତ୍ତି, ଖୋଲିବ ଅର୍ଚ୍ଚନା ନାଗଫାଶର ଗୁମର ।

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ଆର୍ଥିକ କାରବାର ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିବେ ଇଡି ଅଧିକାରୀ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରାଯିବ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ…

ବିଧାୟକଙ୍କ ଦରମା ହେବ ଦୁଇ ଗୁଣ! କାମକୁ ଦେଖି ବଢୁଛି ତ ଦରମା?

କନକ ବ୍ୟୁରୋ: ବର୍ଷକୁ ବିଧାନସଭା ୬୦ ଦିନ ଚାଲିପାରୁନି, କିନ୍ତୁ ବିଧାୟକଙ୍କ ଦରମା ବଢାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବିଶ୍ୱସ୍ତ…

ଚର୍ଚ୍ଚାରେ କୁମାରୀଙ୍କ କାର୍ପେଟ୍  । ପଲ୍ଲୀର ଝିଅ ଦିଲ୍ଲୀରେ ପାଇଲେ ପୁରସ୍କାର ।

କନକ ବ୍ୟୁରୋ: ପଲ୍ଲୀର ଝିଅ ଦିଲ୍ଲୀରେ ପାଇଲେ ପୁରସ୍କାର । ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ପରିସ୍ଥିତି । ମନରେ ଇଛା ଆଗ୍ରହ ତାଙ୍କୁ ସଫଳତାର ଠିକଣା ସ୍ଥାନରେ ପହଂଚାଇଛି । ଏମିତି କିଛି କରି ଦେଖାଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁବୁରିଗୁଡ଼ା ବଟସାହି ଗାଁର କୁମାରୀ ରଇତ । ବିଭିନ୍ନ…

ବୋଝ ଉପରେ ଲଳିତା ବିଡ଼ା, ଅଭାବି ଭିତରେ ଦୂରାରୋଗ୍ୟ ବ୍ୟାଧି ସାଜିଛି ବାଧକ ।

କନକ ବ୍ୟୁରୋ: ବୋଝ ଉପରେ ଲଳିତା ବିଡ଼ା । ଅଭାବ ଭିତରେ ରୋଗ ସାଜୁଛି ବାଧକ । କାମ କରିବାକୁ ଇଛା ହେଉଥିଲେ ବି ସାଥ ଦେଉନି ରୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଏ ହେଉଛନ୍ତି ୨ ଭାଇ ଭଉଣୀ । ନାବାଳକ ଏଚଆଇଭି ସଂକ୍ରମିତ ହୋଇ ବି ହାର ମାନିନି । ଭଉଣୀକୁ ଦିଉଳି ଦୁଇମୁଠା ଖାଇବାକୁ…

କେନ୍ଦ୍ରାପଡ଼ାରେ ଶିକ୍ଷାଦାନର ଦୂରାବସ୍ଥା । ୭ଟି ଶ୍ରେଣୀର ୧୩୧ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଶିକ୍ଷାର ଅବ୍ୟବସ୍ଥା । ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପାଠପଢ଼ୁଛନ୍ତି ୧୩୧ ପିଲା । ସବୁଠୁ ବଡ଼ କଥା ହେଉଛି ୧୩୧ ପିଲାଙ୍କୁ ପାଠପଢ଼ାଉଛନ୍ତି ଜଣେ ଶିକ୍ଷକ । ନିକିରାଇ ପଂଚାୟତ ମଦନମୋହନ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । ୭ଟି…