Daily Archives

December 10, 2022

ଓଡି଼ଶାରେ ହେବ କି ଆଗୁଆ ନିର୍ବାଚନ ? ଚର୍ଚ୍ଚା ବଢ଼ାଇଲା ଧର୍ମେନ୍ଦ୍ରଙ୍କ ବୟାନ । ୨୦୨୪ରେ କେଉଁ ଦଳକୁ ମିଳିବ କେତେ ଆସନ…

କନକ ବ୍ୟୁରୋ: ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ । ଚର୍ଚ୍ଚା ବଢ଼ାଇଲା ଧର୍ମେନ୍ଦ୍ରଙ୍କ ବୟାନ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ବିଜେଡି ୨୦୨୪ ନିର୍ବାଚନ ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ଆଗାମୀ ଦିନରେ ବିଜୟଧାରାକୁ କେମିତି ବଜାୟ ରଖିହେବ ସେଥିପାଇଁ ରଣନୀତି କରୁଛି । ନବୀନ…

ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ, ଦିଲ୍ଲୀକୁ ପଛରେ ପକାଇ ଆଗରେ ମୁମ୍ବାଇ

କନକ ବ୍ୟୁରୋ : ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ନେଇ ସବୁ ସମୟରେ ଖବର ହୋଇଥାଏ । ହେଲେ ଏବେ ଏହି ସମସ୍ୟାରେ ସାମିଲ ହୋଇଯାଇଛି ଦେଶର ଆଉ ପ୍ରମୁଖ ସହର ମୁମ୍ବାଇ । ବାୟୁ ପ୍ରଦୂଷଣ ଯୋଗୁଁ ମୁମ୍ବାଇର ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । କାରଣ ମୁମ୍ବାଇ ବାୟୁମଣ୍ଡଳର ଅବସ୍ଥା ଏବେ…

୨ ହଜାରରୁ ଅଧିକ ପ୍ରାଚୀନ ମୂଦ୍ରା ସଂଗ୍ରହ କରି ରେକର୍ଡ । ଯୁବପିଢିକୁ ଶିଖାଉଛନ୍ତି ଇତିହାସ ପାଠ

କନକ ବ୍ୟୁରୋ : ଅନେକ ଲୋକ ଅନେକ ପ୍ରକାର କାର୍ଯ୍ୟକରି ଲୋକଲୋଚନକୁ ଆସୁଥିବା ବେଳେ ଏବେ ଆମ ରାଜ୍ୟର ଜଣେ କୁନି ଛାତ୍ରୀ ପ୍ରାଚୀନ ମୂଦ୍ରା ସଂଗ୍ରହ କରି ରେକର୍ଡ କରିଛନ୍ତି । ସେ ଦେଶ ବିଦେଶର ୨୦୦୦ରୁ ଅଧିକା ପ୍ରାଚୀନ ମୁଦ୍ରା ସଂଗ୍ରହ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି…

ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦରସିଂ ସୁଖବୁଙ୍କ ନାମରେ ଦଳ ମାରିଲା ମୋହର, ବିକ୍ରମାଦିତ୍ୟ ହୋଇପାରନ୍ତି ଉପ…

କନକ ବ୍ୟୁରୋ : ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦରସିଂ ସୁଖବୁଙ୍କ ନାମରେ ମୋହର ମାରିଛି ଦଳ । ହିମାଚଳର କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା ଓ ପର୍ଯ୍ୟବେକ୍ଷକମାନେ ପାର୍ଟି ଅଧ୍ୟକ୍ଷା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଫୋନ ଯୋଗେ…

ଭିଜୁଛି ଧାନ, ଚିନ୍ତାରେ ଚାଷୀ । ବାତ୍ୟା ମାଣ୍ଡୋସ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ।

କନକ ବ୍ୟୁରୋ: ବାତ୍ୟା ମାଣ୍ଡୋସ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗିଛି । ବର୍ଷା ଯୋଗୁ ସତର୍କ ହୋଇପଡ଼ିଛନ୍ତି ଚାଷୀ କୂଳ । ଚାଷ ଅମଳ ସମୟରେ ବର୍ଷା ହେଉଥିବାରୁ ଚାଷୀ ଧାନ ସବୁ କାଟି ନେଉଛନ୍ତି । ଆଉ କିଛି ଚାଷୀ କଟା ଧାନକୁ ସୁରକ୍ଷିତ ସ୍ଥାନକୁ ବୋହିବାରେ ଲାଗିପଡିଛନ୍ତି ।…

ଟଙ୍କା ଲୋଭରେ ସୈତାନ ସାଜିଲା ନାତି । ଆକ୍ରମଣ କରି ଜେଜେର ନେଲା ପ୍ରାଣ, ଗୁରୁତର ଅବସ୍ଥାରେ ଜେଜେମା ମେଡିକାଲରେ…

କନକ ବ୍ୟୁରୋ: ଟଙ୍କା ଲୋଭରେ ସଇତାନ ସାଜିଲା ନାତି । ଜେଜେ, ଜେଜେମାଙ୍କୁ ନାତିର ମରଣାନ୍ତକ ଆକ୍ରମଣ । ନାତି ଆକ୍ରମଣରେ ଜେଜେ ମୃତ, ଜେଜେମା ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନପୁର ଗାଁର ଏହି ଘଟଣା ସମଗ୍ର ଅଂଚଳରେ…