Daily Archives

December 8, 2022

ବିରୋଧୀଙ୍କୁ ନବୀନଙ୍କ ଜବାବ। କହିଲେ, ‘ରାଜନୀତି ବାହାନାରେ ମହିଳାଙ୍କୁ ଅସମ୍ମାନ ଓଡିଶାବାସୀ ସହିବେ ନାହିଁ’

କନକ ବ୍ୟୁରୋ: ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗରେ ନବୀନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ମୁଁ ବିଜେପିର ନେତୃମଣ୍ଡଳୀଙ୍କୁ ନମ୍ରତାର ସହ…

ଟିମ୍ ଇଣ୍ଡିଆରେ ବଢିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଦଳରୁ ବାଦ ପଡିଛନ୍ତି ରୋହିତ ଓ ଦୀପକ ଚହର

କନକ ବ୍ୟୁରୋ : ବଡ ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟିମ୍ ଇଣ୍ଡିଆକୁ ଘାରିଛି ଆହତ ଖେଳାଳୀଙ୍କ ସମସ୍ୟା । ଭାରତୟୀ କ୍ରିକେଟ ଦଳରେ ବଢିବାରେ ଲାଗିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଭାରତୟୀ ଦଳ ଚଳିତ ବର୍ଷ ଏସିଆ କପ୍, ଟି-୨୦ ବିଶ୍ୱକପ ଭଳି ବଡ ବଡ ଟୁର୍ଣ୍ଣାମେଂଟ ଖେଳିଥିବା ବେଳେ ବର୍ଷ ତମାମ ଦଳରେ…

କିଛି ସମୟ ପରେ ଦକ୍ଷିଣ ଭାରତରେ ସ୍ଥଳଭାଗ ଛୁଇଁବ ବାତ୍ୟା ମାଣ୍ଡୁସ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର…

ଗୁଜରାଟରେ ପରାଜୟ ପରେ ବି ଖୁସି ଅଛନ୍ତି କେଜ୍ରିୱାଲ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନ ଫଳାଫଳ ଆସି ସାରିଛି । ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ…

ପଦ୍ମପୁର ଜିତିଲା ବିଜେଡି । ବର୍ଷା ସିଂ ବରିହାଙ୍କ ସହ ଫୋନରେ କଥା ହେଲେ ନବୀନ ।

କନକ ବ୍ୟୁରୋ: ପଦ୍ମପୁରରେ ବଡ ବିଜୟ ପରେ, ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହ କଥା ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ୍ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ପଦମପୁର…

ପଦମପୁର ଉପନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍, ‘ଫଳାଫଳକୁ ସ୍ୱୀକାର କରୁଛୁ’

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନର ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ‘ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ…