Daily Archives

November 23, 2022

ପ୍ରଦୀପ ପୁରୋହିତଙ୍କ ଆଖିରେ ଲୁହ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛି ବିଜେଡିି । ସେପଟେ ନିଜ ଦଳର ନେତାଙ୍କୁ ଟାର୍ଗେଟ…

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡି ପ୍ରଚାର କରାଇ ଦେଉନି । ଲୋକ ଲଗାଇ ବିଜେପି ନେତାଙ୍କୁ ମାରପିଟ କରୁଛନ୍ତି ଶାସକ ଦଳର ନେତା । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ମିଡିଆ ଆଗରେ ଏହାକହି ଭାବବିହ୍ୱଳ ହୋଇଛନ୍ତି । ଯାହା ପଦ୍ମପୁରରେ ରାଜନୀତିର ପାରା ବଢାଇଛି । ସେପଟେ ବିଜେଡି…

ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ ଦେଲା ରେଡ୍ ସିଗନାଲ । ଗୁଣବତା ପରୀକ୍ଷାରେ ଫେଲ୍ ମାରିଲା…

କନକ ବ୍ୟୁରୋ : ଗୁଣବତା ପରୀକ୍ଷାରେ ଫେଲ ମାରିଲା ୫୦ଟି ଔଷଧ । ନିକଟରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅରଗାଇନେଜନନିକଟରେ ଔଷଧର ଗୁଣବତାକୁ ପରଖିବା ପାଇଁ ଷ୍ଟାଣ୍ଡାର୍ଡ ଟେଷ୍ଟ କରିଥିଲା । ଅକ୍ଟୋବର ମାସରେ ଦେଶର ବିଭିନ୍ନ ଲାବ୍ରୋଟୋରୀରେ ଏହି ଟେଷ୍ଟ କରାଯାଇଥିଲା । ଯେଉଁଥିରେ…

ଗୁଜରାଟ ନିର୍ବାଚନ ତାତି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଲେ ଆସାମ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ଇରାକର ତାନାଶାହୀ ଶାସକ ଭାବେ ଜଣାଶୁଣା ତଥା ନିହତ ସଦ୍ଦାମ ହୁସେନଙ୍କ ସହ ରାହୁଲଙ୍କୁ ତୁଳନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ।…

ବଂଶ ନିପାତ କଲା ନିଶାଖୋର ପୁଅ , ପରିବାର ୪ଜଣଙ୍କୁ ଛୁରୀ ଭୁଷି କଲା ହତ୍ୟା

କନକ ବ୍ୟୁରୋ : ବଂଶ ନିପାତ କଲା ନିଶାଖୋର ପୁଅ । ଘଟଣା ଦିଲ୍ଲୀ ପାଲାମ ଅଂଚଳର । ପରିବାର ୪ଜଣଙ୍କୁ ଛୁରୀ ଭୁଷି ହତ୍ୟା କରିଛି ଅଭିଯୁକ୍ତ ପୁଅ ।ଏହି ଘଟଣା ସମଗ୍ର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ୨୫ବର୍ଷୀୟ କେଶବ ନିଜ ବାପା, ମା, ଉଉଣୀ, ଓ ଜେଜେମାକୁ ହତ୍ୟା କରିଥିବା ପୁଲିସ କହିଛି ।…

ନେଟୱାର୍କ ନାହିଁ ତ, ଭୋଟ୍ ନାହିଁ । ମୋବାଇଲ ଟାୱାର ଓ ନେଟୱାର୍କ ସଂଯୋଗ ଦାବିରେ ପଦ୍ମପୁର ଜମରତଳା ଗାଁ ଲୋକଙ୍କ ଭୋଟ…

କନକ ବ୍ୟୁରୋ: ଭୋଟ ପାଇଁ ପଦ୍ମପୁର ଉଠୁଛି ପଡୁଛି । କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଏଭଳି ଏକ ଗାଁ ଅଛି ଯେଉଁଠାରେ ମୋବାଇଲ ନେଟୱର୍କ ଏବେ ବି ସମସ୍ୟା ହୋଇ ରହିଛି । ଫୋନଟିଏ କରିବା ପାଇଁ ଗାଁଠୁ ୨କିମି ଦୂର ଯିବାକୁ ପଡୁଛି । ଫୋନରେ କଥା ଦି ପଦ ହେବା ପାଇଁ ଜାମରତଳା ଗାଁ ଲୋକଙ୍କୁ ପ୍ରତିଦିନ…

ପଦ୍ମପୁରରେ ମହଙ୍ଗା ପଡ଼ିଲା ନିର୍ବାଚନ ଆଚରଣ ବିଧି ଉଲଂଘନ । ୩ ଅଧ୍ୟାପକ ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ…

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରଚାର । ରାଜନୈତକ ଛକାପଞ୍ଝା ବି ବଢିଛି । ଆଉ ଏହାରି ଭିତରେ ମନ୍ତ୍ରୀଙ୍କ ବୈଠକକୁ ଯାଇ ନିଲମ୍ବିତ ହୋଇଛନ୍ତି ୩ ଅଧ୍ୟାପକ ।  ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକକୁ ଏମାନେ ଯାଇଥିଲେ । ତେବେ ଏମାନେ ନିୟମ…