Daily Archives

November 17, 2022

ବଢିଲା ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଅଡୁଆ। ଥାନାରେ ଏତଲା ଦେଲେ ନିର୍ବାହୀ ଅଧିକାରୀ।

କନକ ବ୍ୟୁରୋ: ବ୍ୟାସନଗରରେ  ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷ ଫାଇଲ ଫିଙ୍ଗିବା ଘଟଣା ବିବାଦ  ବଢିବାରେ ଲାଗିଛି । ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଫାଇଲ ଫିଙ୍ଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ଏହି ମାମଲା ଥାନାକୁ…

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ: ୮ ଜଣ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇସାରିଲାଣି ରଣନୀତି । ଆଉ ଏହାରି ମଧ୍ୟରେ ଆଜି ୧୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି । ସବୁଠାରୁ ରୋଚକ କଥା ହେଉଛି ୧୩ ଜଣଙ୍କ ମଧ୍ୟରୁ ୮ ଜଣ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପଦ୍ମପୁର ମୈଦାନରେ…

ପଶ୍ଚିମ ଓଡ଼ିଶାରେ ବିରୋଧ, ଦକ୍ଷିଣ ଓଡ଼ିଶାରେ ନିନ୍ଦା। ହାଇକୋର୍ଟ ବେଞ୍ଚ ଦାବିରେ ଉଭୟଙ୍କ ସ୍ୱର ଏକ।

କନକ ବ୍ୟୁରୋ: ଗୋଟିଏ ପଟେ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କମିଟିର ବୈଠକ, ଆଉ ଗୋଟେ ପଟେ ଗଞ୍ଜାମ ଜିଲ୍ଳା ଓକିଲ ସଂଘର ଜରୁରୀ ବୈଠକ । ଆନ୍ଦୋଳନ କଲେ ସୁପ୍ରିମକୋର୍ଟଙ୍କ ଲାଇସେନ୍ସ ସସପେଣ୍ଡ ନିର୍ଦ୍ଦେଶ ପରେ ଉଭୟ ସଂଘ ନିଜ ନିଜ ଢ଼ଙ୍ଗରେ ବୈଠକ କରି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ…

ଇୟରଫୋନ୍ ବ୍ୟବହାର କରୁଛନ୍ତି କି? ସାବଧାନ! ସତର୍କ ନହେଲେ ହରାଇପାରନ୍ତି ଶ୍ରବଣ ଶକ୍ତି।

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ଇୟର ଫୋନ ଲଗାଇ ମ୍ୟୁଜିକ ଶୁଣିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ହୋଇଗଲାଣି । ଇୟର ଫୋନ, ଇୟର ବଡ, ହେଡଫୋନ ଲୋକଙ୍କ ଅତି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି । ଲମ୍ବା ସମୟ ଧରି ଇୟର ଫୋନ ବ୍ୟବହାର କିମ୍ବା ହାଇଭଲ୍ୟୁମରେ ସଙ୍ଗୀତ ଶୁଣିବା କେତେ କ୍ଷତିକାରକ ସେ…

କଣ୍ଠ ବଦଳାଇ ଫୋନ କରି ଲୁଟିନେଲେ ଟଙ୍କା। ମନ୍ତ୍ରୀଙ୍କ ନାଁରେ ବ୍ୟବସାୟୀଙ୍କୁ ଚୁନା ଲଗାଇଲେ ଡିପ୍ଲୋମା ପଢୁଆ ଯୁବକ।

କନକ ବ୍ୟୁରୋ: ସାର୍, ନମସ୍କାର                     ନମସ୍କାର, କିଏ କହୁଥିଲେ                     ଆଜ୍ଞା ମୁଁ ମନ୍ତ୍ରୀଙ୍କ ପିଏ କହୁଥିଲି                     କ’ଣ କହୁଥିଲେ ଆଜ୍ଞା? ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ଅଛି । ଯାହା ଦରକାର ଟିକେ ବୁଝିବେ । ମନ୍ତ୍ରୀ ବାହାରେ ଅଛନ୍ତି ।…

ମହଙ୍ଗା ପଡିଲା ରାଗିଂ। ଭିଡିଓ ଭାଇରାଲ ହେବା ପରେ କଡ଼ା ପଦକ୍ଷେପ ନେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ।

କନକ ବ୍ୟୁରୋ: ରାଗିଂ ବିରୋଧରେ କଡ଼ା ପଦକ୍ଷେପ । କଲେଜରୁ ବହିଷ୍କୃତ ହେବେ ସମସ୍ତ ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କଲା ପୁଲିସ । ରାଗିଂର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତତ୍ପର ହୋଇଉଠିଛନ୍ତି କଲେଜ କର୍ତୃପକ୍ଷ ଓ ବ୍ରହ୍ମପୁର ପୁଲିସ । ଅଭିଯୁକ୍ତଙ୍କୁ କୋର୍ଟ…