Daily Archives

November 3, 2022

ନିର୍ବାଚନ ତାରିଖ ଘୋଷଣା ବିଳମ୍ବକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ । ମୁଖ୍ୟ ନିର୍ବାଚନ କମିଶନ ପକ୍ଷପାତିତା କରିଥିବା…

କନକ ବ୍ୟୁରୋ : ଗୁଜରାଟ ବିଧ।।ନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । କଂଗ୍ରେସ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହୋଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛି । ଟୁଇଟ କରି କଂଗ୍ରେସ କହିଛି ନିର୍ବାଚନ କମିଶନ ପକ୍ଷପାତିତା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାରଙ୍କ…

ଏଥର ବଡଓଷାରେ ହେବ ଡିଜିଟାଲ ଦର୍ଶନ । ପ୍ରଶାସନର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କଲେ ଭକ୍ତ ଓ ସେବାୟତ

କନକ ବ୍ୟୁରୋ: କାର୍ତ୍ତିକରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? ଗତକାଲି ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ଏବଂ ଅସ୍ଥାୟୀ ପ୍ରତିମା ଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲାପାଳ । ଝୁଲାପୋଲ ଠାରେ ଦିଅଁ ଦର୍ଶନର ବ୍ୟବସ୍ଥା କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଯାହାକୁ ବିରୋଧ କରିଥିଲେ…

ଗୁଜରାଟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ

କନକ ବ୍ୟୁରୋ : ହାଇ ଭୋଲଟେଜ୍ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କଡା ଟକ୍କର ହେବାକୁ ଥିବା ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଏବଂ ୫ ତାରିଖରେ ନିର୍ବାଚନ କରିବା ନେଇ ଗୁରୁବାର ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।…

ଗ୍ୟାସ ଚାମ୍ବର ପାଲଟିଲାଣି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବା ହେଲାଣି କଷ୍ଟକର

କନକ ବ୍ୟୁରୋ : ଶୀତ ରୁତୁ ଆରମ୍ଭରୁ ହିଁ ଦିଲ୍ଲୀରେ କଷ୍ଟହେଲାଣି ଜିଇଁବା । ପ୍ରଦୂଷିତ ହେଲାଣି ବାୟୁମଣ୍ଡଳ, ଚିନ୍ତା ବଢାଇଲାଣି ସାରା ରାଜଧାନୀ ଉପରେ ଆଚ୍ଛାଦିତ ହୋଇଥିବା ପ୍ରଦୁଷିତ ବାୟୁ ଓ ବିଷାକ୍ତ ବାୟୁମଣ୍ଡଳ । ଦିନ ବି ଏଠାରେ ସଂଜ ପରି ମନେ ହେଉଛି । କହିବାକୁ ଗଲେ ଘରୁ ବାହାରିବା…

ବିଜୟ ପାଇଁ ବିଜେପିର ହୋମଯଜ୍ଞ । ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ପାଇଁ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା । ସେପଟେ…

କନକ ବ୍ୟୁରୋ: ଆଜି ଧାମନଗରରେ ଭୋଟ୍ ପଡିବାବେଳେ କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ବିଜେଡି ପ୍ରାର୍ଥୀଙ୍କ ସୁଦଶା ବ୍ରତ ପାଇଁ ପୂଜା, ଆଉ ଗୋଟିଏ ପଟେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ହୋମ ଯଜ୍ଞ ଚର୍ଚ୍ଚାର ବିଷୟ ହୋଇଛି । ଭୋଟ୍ ଦେବା ପାଇଁ ଯିବା ପୂର୍ବରୁ ବିଜେଡି…

ନେତା ବାଛିଲା ଧାମନଗର । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ କାଉଣ୍ଟିଂ ।

କନକ ବ୍ୟୁରୋ: କଡା ସୁରକ୍ଷା ମଧ୍ୟରେ ସରିଛି ଧାମନଗର ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ବିଜେଡି…